banner
Breaking
Yearly Archives

2022

ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ

ଭୁବନେଶ୍ୱର,୪।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି ବିଜେଡ଼ି। ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିବ । ଏ…
Read More...

ରୁଷିଆର ଧମକ

ମସ୍କୋ,୨।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୭ ଦିନ ବିତିଛି। ରୁଷିଆ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ରୁଷିଆ ପୁଣିଥରେ ବୁଧବାର ସମଗ୍ର ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହାୟତା କରୁଥିବା ବେଳେ…
Read More...

ମହଙ୍ଗା ହେଲା ଗ୍ୟାସ

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବଢ଼ିଥିବା ବେଳେ କୋଲକାତାରେ ୧୦୮ ଟଙ୍କା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ…
Read More...

ଆଜି ମହା ଶିବରାତ୍ରି

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଜି ମହାଶିବରାତ୍ରି । ଏହି ଅବସରରେ ବାବା ଲିଙ୍ଗରାଜଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାତି ୩ଟାରୁ ମନ୍ଦିରର ମୁଖ୍ୟଦ୍ୱାର ଖୋଲିଛି। ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ…
Read More...

ପୌର ନିର୍ବାଚନରେ ଜବରଦସ୍ତ ଟକ୍କର

ଭୁବନେଶ୍ୱର, ୧।୩ (ବ୍ୟୁରୋ):ରାତି ପାହିଲେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି। ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡିର ସଂଖ୍ୟା ଗରିଷ୍ଠତା ବିଜୟ ଭାଜପା ଓ କଂଗ୍ରେସ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।…
Read More...

ୟୁକ୍ରେନରେ ଫସିଥିବା ଓଡିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଦୁଇ ଦିନ ଧରି ଯୁଦ୍ଧ ଜାରି ରହିଛି । ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ୍‌ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ୍‌ ଉପରେ ରୁଷିଆ ଜୋରଦାର ଆକ୍ରମଣ କରିଛି। ୟୁକ୍ରେନ୍‌କୁ ତିନିପଟୁ ଘେରି ଆକ୍ରମଣ ଚଲାଇଛି। ତେବେ…
Read More...

ଏଥର ନୂଆ ଫର୍ମାଟରେ ଖେଳାଯିବ ଆଇପିଏଲ

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ଶ ସଂସ୍କରଣ ସମ୍ପୂର୍ଣ୍ଣ ଅଲଗା ହେବ। କାରଣ ଏହା ନୂଆ ଫର୍ମାଟରେ ଖେଳାଯିବ। ଏହି ଆଇପିଏଲ୍‌ରେ ୧୦ଟି ଟିମ ଭାଗ ନେବାକୁ ଥିବା ବେଳେ ସେଗୁଡ଼ିକୁ ଦୁଇ ଗ୍ରୁପ୍‌ରେ ଭାଗ କରାଯାଇଛି। ଏହାସତ୍ତ୍ୱେ ପ୍ରତ୍ୟେକ ଟିମ୍‌ ୧୪ ଲେଖାଏ ମ୍ୟାଚ…
Read More...

ଆଇଟିସି ହୋଟେଲର ଆଇକନିକ ରନ୍ଧନ ବ୍ରାଣ୍ଡ ପେଶୱାରି ଖାଦ୍ୟ ଏବେ ଭୁବନେଶ୍ୱରରେ

ଭୁବନେଶ୍ୱର, ୨୫/୨: ୱେଲକମହୋଟେଲ ଭୁବନେଶ୍ୱରରେ ଏବେ ପେଶୱାରି ସୁଗନ୍ଧିତ ତଥା ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ । ଏହା ମାଧ୍ୟମରେ ଉତର ପଶ୍ଚିମ ସୀମାନ୍ତର ଖାଦ୍ୟ ଭୁବନେଶ୍ୱରରେ ମିଳିପାରିବ । ସର୍ବଭାରତୀୟ ସ୍ତରର ଖ୍ୟାତନାମା ଡାଲ ବୁଖାରା ସହିତ ସୁଗନ୍ଧିତ ଶାକାହାରୀ ଏବଂ ଅଣ-ଶାକାହାରୀ କବାବ ସହିତ…
Read More...

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ନିର୍ବାଚନ ୨୬ରେ ଗଣତି

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଜିଲା ବିଗୁଲ । ଆଜି ରାଜ୍ୟ ନିର୍ବାଚନ କମିଶନ ଏନେଇ ତାରିଖ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ । ୨୬ ତାରିଖ ଭୋଟ ଗଣତି କରାଯିବ । ଏହି ପୌର ନିର୍ବାଚନ ପାଇଁ ଚଳିତ ଫେବ୍ରୁଆରୀ ମାସ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ…
Read More...

କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବା । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଚାଲିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନ୍‌ର ଗଣତି ଆରମ୍ଭ ହେବ । କେବଳ…
Read More...