banner
Breaking
Yearly Archives

2020

ରକ୍ତଦାନ ଶିବିର ଅନୁଷ୍ଠିତ।

ଜଗତସିଂହପୁର,୧/୭(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଞ୍ଜକୋଠି ପଞ୍ଚାୟତର ନୀଳକଣ୍ଠେଶ୍ଵର ହାଇସ୍କୁଲ ପଡିଆ କନାଗୁଳି ଠାରେ ବିଶ୍ଵ ଓଡ଼ିଆ ମହାସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ବିଶ୍ଵ…
Read More...

ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ସୁନ୍ଦରଗଡ଼, ୧/୭(ଓଡ଼ିଆ ନ୍ୟୁଜ): ସୁନ୍ଦରଗଡରେ କରୋନା ମହାମାରୀକୁ ସୂଚାର ରୂପେ ମୁକାବିଲା କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ। ଆଜି ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି…
Read More...

ପରିଚୟ ଫାଉଣ୍ଡେସନ ପକ୍ଷରୁ ସଫେଇ କର୍ମୀଙ୍କୁ ନେସ୍‌ଲେ କିଟ୍‌

ଭୁବନେଶ୍ୱର,୧/୭(ଓଡ଼ିଆ ନ୍ୟୁଜ):ସଫେଇ କର୍ମୀମାନେ ସହରର ପ୍ରକୃତ ଯୋଦ୍ଧା । କରୋନା ବିପତ୍ତି ସମୟରେ ସେମାନେ ନିଦ କର୍ତ୍ତବ୍ୟପରାୟଣତା ଭୁଲି ନାହାନ୍ତି । ନିରନ୍ତର ସେବା ଜାରି ରଖିଛନ୍ତି । ଏହି ସଫେଇ କର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଉପହାର ବାଣ୍ଟିଛି…
Read More...

ଭୁବନେଶ୍ୱରରେ ପୁଣି ୧୨ ପଜିଟିଭ ଚିହ୍ନଟ। ୮ ଲୋକାଲ୍ କେସ୍

ଭୁବନେଶ୍ୱର,୧।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ବଢିବଢି ଚାଲିଛି କରୋନା। ଲୋକାଲ୍ କେସ୍ ବଢାଇଦେଇଛି ଚିନ୍ତା। ଆଜି ପୁଣି ୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପେଡ ଓ ହୋମ୍‌ କ୍ୱାରାଣ୍ଟାଇନରେ ଥିବାବେଳେ ୮ ଲୋକାଲ୍‌ କେସ୍ ରହିଛି। ପେଡ ଓ ହୋମ୍‌ କ୍ୱାରାଣ୍ଟାଇନ୍‌…
Read More...

ରାଜ୍ୟରେ ପୁଣି ୨୫୧ ପଜିଟିଭ ଚିହ୍ନଟ। ସେଥିରୁ ୪୩ ଲୋକାଲ

ଭୁବବେଶ୍ବର,୧/୭(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ୨୫୧ ପଜିଟିଭ୍ ମଧ୍ୟରୁ  ୨୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୪୩ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

ଅନ୍ନ ଯୋଜନା ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି।

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି ସରକାର ଗରିବଙ୍କୁ…
Read More...

ରାଜ୍ୟରେ ଆଜି ପୁଣି ୨୦୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୭୦୬୫କୁ ବୃଦ୍ଧି।

ଭୁବନେଶ୍ବର,୩୦/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠସାହାଯ୍ୟରୁ ଅସମ୍ଭବ କାମକୁ ସମ୍ଭବ କରାଇବାରେ ସାହାଯ୍ୟ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇ ଦୁଃଖକୁ ଲାଘବ କରିବେ। କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ସତ୍‌ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ…
Read More...

ତିର୍ତ୍ତୋଲ ବ୍ଲକ ବରିତୋଳ ପଞ୍ଚାୟତରେ ରାଶନ କାର୍ଡ ଦୁର୍ନୀତି।

ଜଗତସିଂହପୁର,୨୯/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ କାରଣରୁ ଲକଡାଉନ, ଶଟଡାଉନ ହେବା ଫଳରେ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଛି।ଗରିବ, ଖଟିଖିଆ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମଧନ୍ଦା ସବୁ ବନ୍ଦ ପରିବାର ଚଳିବା ପାଇଁ ଟଙ୍କାଟିଏ ପାଖରେ ନାହିଁ। କେବଳ ସରକାରୀ…
Read More...

ରାଜଧାନୀରେ ପସିଲା ଦନ୍ତାହାତୀ ଲୋକେ ଭୟଭୀତ।

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ): ରାଜଧାନୀକୁ ପଶିଆସିଛି ଦନ୍ତା ହାତୀ। ରାଜଧାନୀ ଉପକଣ୍ଠରେ ରହିଥିବା ଚନ୍ଦକା ଜଙ୍ଗଲରେ ଆଜି ଦୁଇଟି ହାତୀ ଦେଖିବାକୁ ମିଳିଥିଲା। ଭୁବନେଶ୍ବରେ ଇନ୍‌ଫୋସିଟି ପଛ ପାଖ ଅଞ୍ଚଳରେ ଏହି ଦୁଇଟି ହାତୀ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା।…
Read More...