banner
Breaking
Yearly Archives

2020

ଜିମ୍ ଓ ଯୋଗକେନ୍ଦ୍ର ପାଇଁ ଜାରିହେଲା ଗାଇଡଲାଇନ୍।

ନୂଆଦିଲ୍ଲୀ,୩/୮(ଓଡ଼ିଆ ନ୍ୟୁଜ): ଦେଶ ଓ ରାଜ୍ୟରେ ଅନଲକ - ୩.ଆରମ୍ଭ ହୋଇଯାଇଛି । ଅନଲକ ୩ ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ଜିମ୍ ଓ ଯୋଗ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି ।…
Read More...

ଭୂତାଣୁ ମୁକ୍ତ ପାଇଁ ସମାଜସେବୀ ନିବେଦିତାଙ୍କ ୧୨୫ ଦିନଧରି ଯଜ୍ଞ।

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ):କୋରୋନା ମହାମାରୀର ଭୟାବହତା ସମଗ୍ର ବିଶ୍ୱକୁ ଏ ପର୍ଯ୍ୟନ୍ତ ତାର ଶକ୍ତ ପଞ୍ଝାରେ ବାନ୍ଧିରଖିଛି l କୋଭିଡ - ୧୯ ନାମକ ଏହି ମାରାତ୍ମକ ଭୁତାଣୁ କେଜାଣି ଆଉ କେତେଜଣଙ୍କ ପ୍ରାଣ ନେବ ! ସଂକ୍ରମଣ ଭୟରେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି l ପରିସ୍ଥିତି ଅନୁଯାୟୀ…
Read More...

ରାଜ୍ୟରେ ଆଜି ପୁଣି ୧୩୮୪ ଆକ୍ରାନ୍ତ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର ,୩/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ସହଜ ଓ ସୁବିଧାରେ କାମ ହାସଲ କରିବେ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି ।  ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ । ବୃଷ:-ଆଜି ପରୋକ୍ଷ ଶତ୍ରୁତା…
Read More...

ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି । ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ…
Read More...

ସ୍କୁଲ ପିଲାମାନଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଭତ୍ତା।

ନୂଆଦିଲ୍ଲୀ : ସ୍କୁଲ ଯାଉଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବଦଳରେ ଖାଦ୍ୟସୁରକ୍ଷା ଭତ୍ତା ଦିଆଯିବ। କେନ୍ଦ୍ର ସରକାର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଭତ୍ତା ଅନୁସାରେ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ତୈଳ ଓ ଅନ୍ୟାନ୍ୟ…
Read More...

ଜଗତସିଂହପୁର ଜିଲ୍ଲା ଦଶମ ଶ୍ରେଣୀ ଟପରଙ୍କୁ ସମ୍ବର୍ଦ୍ଧନା।

ଜଗତସିଂହପୁର,୨/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଦଶମ ଶ୍ରେଣୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବୋଚ୍ଚ ୫୭୦ ନମ୍ବର ରଖି ଟପ୍ପର ହୋଇଥିବା ତରିକୁନ୍ଦ ହାଇସ୍କୁଲ ଛାତ୍ରୀ ଆସିଆ ଶେଖଙ୍କୁ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ଇଂ ସମିତ କୁମାର…
Read More...

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା। ରାସ୍ତାକୁ ଆସିଲେ ପ୍ରଵାସୀ।

ଜଗତସିଂହପୁର,୨/୮(ଓଡ଼ିଆ ନ୍ୟୁଜ):ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବ୍ଲକସ୍ତରୀୟ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଶନିବାର ଦିନ ପ୍ରବାସୀ ମାନେ ମହାବିଦ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବା ସହିତ କଟକ - ପାରାଦୀପ ରାସ୍ତାକୁ…
Read More...

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର।

ଭୁବନେଶ୍ଵର,୨/୮(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଯେଉଁ ମାତ୍ରାରେ କରୋନା ବଢୁଛି ସେହି ମାତ୍ରାରେ ଲୁଟପାଟ ହେଉଛି। ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପରେ ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି ।…
Read More...

ରାଜ୍ୟରେ ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା।

ଭୁବନେଶ୍ୱର,୨ /୮(ଓଡ଼ିଆ ନ୍ୟୁଜ): ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୨ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି- କୋରାପୁଟ, ମାଲକାନଗିରି, ସମ୍ବଲପୁର ଝାରସୁଗୁଡା,…
Read More...