banner
Breaking

ଜଗତସିଂହପୁର ଜିଲ୍ଲା ଦଶମ ଶ୍ରେଣୀ ଟପରଙ୍କୁ ସମ୍ବର୍ଦ୍ଧନା।

0

ଜଗତସିଂହପୁର,୨/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଦଶମ ଶ୍ରେଣୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବୋଚ୍ଚ ୫୭୦ ନମ୍ବର ରଖି ଟପ୍ପର ହୋଇଥିବା ତରିକୁନ୍ଦ ହାଇସ୍କୁଲ ଛାତ୍ରୀ ଆସିଆ ଶେଖଙ୍କୁ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ଇଂ ସମିତ କୁମାର ଲେଙ୍କା ତାଙ୍କ ବାସଭବନରେ ପହଞ୍ଚି ଶୁଭେଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.