banner
Breaking
Yearly Archives

2020

ପ୍ରକାଶ ତ୍ରିପାଠୀ ହେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ସଂଯୋଜକ

ଭୁବନେଶ୍ୱର,୭/୮(ଓଡ଼ିଆ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ" କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବରେ ବାଣୀବିହାର ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ…
Read More...

ଜଗତସିଂହପୁର ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଜଗତସିଂହପୁର,୭/୮(ଓଡ଼ିଆ ନ୍ୟୁଜ): ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୋଭିଡ ନିୟମାବଳୀ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର…
Read More...

ସୁନାମୀ ପ୍ରସ୍ତୁତିରେ ଜଗତସିଂହପୁର ଜିଲ୍ଲାକୁ ଆନ୍ତର୍ଜାତୀୟ ମାନ୍ୟତା

ଜଗତସିଂହପୁର,୭/୮(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ଗ୍ରାମପଞ୍ଚାୟତର ନୋଳିଆସାହି ଗ୍ରାମକୁ ମିଳିତ ଜାତିସଂଘର ୟୁନେସ୍କୋ ଦ୍ଵାରା ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।ଏହି ଭଳି ଅନନ୍ୟ ମାନ୍ୟତା ପାଇବାରେ ନୋଳିଆସାହି କେବଳ…
Read More...

ରାଜ୍ୟରେ ଆଜି ପୁଣି ୧୮୩୩ ପଜିଟିଭ ଚିହ୍ନଟ ଓ ୧୨ ମୃତ।

ଭୁବନେଶ୍ଵର,୭/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧୮ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୭୧୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୫୦ ରେ…
Read More...

ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭୁବନେଶ୍ୱର,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଠାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି। ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ନେତୃବୃନ୍ଦ ଏକଶହଆଠ ହନୁମାନ ଚାଳିଶା ପାଠ ଓ ଦୀପ ପ୍ରଜ୍ୱଳନ କରିଛନ୍ତି। ରାଜ୍ୟ ସଭାପତି…
Read More...

ରାଜ୍ୟରେ ଆଜି ପୁଣି ୧୬୯୯ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର,୬/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୬୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୭୧୭ ରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ପ୍ରଶାସନିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ସକାଳୁ ସକାଳୁ ବାଟରେ ଯିବା ସମୟରେ ବନ୍ଧୁଙ୍କୁ ଭେଟିପାରନ୍ତି। ପାରିବାରିକ ଅସହଯୋଗ ଜନିତ କାର୍ଯ୍ୟ ହାସଲ ନ ହେବା କାରଣରୁ ଚିନ୍ତିତ ହେବେ। ବୃଷ:-ଆଜିର…
Read More...

କୋଭିଡ଼୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଓ ପ୍ରଭୁ ଶ୍ରୀରାମ୍ରଙ୍କ ପାଇଁ ଦୀପ ପ୍ରଜ୍ୱଳନ କଲେ ପାଇକ ମହାସଂଘ ଓ…

ଭୁବନେଶ୍ୱର,୫/୮(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଛି କରୋନା ରାକ୍ଷସର ଅନଳ ଗର୍ଭଭିତରେ ଶହଶହ ନିରୀହ ମଣିଷ ଲୀନ ହୋଇଯାଉଛନ୍ତି ସେଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍ ଯାଇନି ଚାରି ଆଡ଼େ ହାଃ ହାଃ କାର, ଧନ, ଜୀବନ, ଜୀବିକା ଅର୍ଥନୀତି ବିପର୍ଯ୍ୟସ୍ତ…
Read More...

ରାଜ୍ୟରେ ଆଜି ପୁଣି ୧୩୩୭ ପଜିଟିଭ ଚିହ୍ନଟ ଓ ୯ ମୃତ।

ଭୁବନେଶ୍ଵର,୫/୮(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୧୫ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୦୧୮ ରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ବୃଷ:-ଆଜି ପରିବାର ସକାଶେ ପରିସ୍ଥିତି…
Read More...