banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରତ୍ୟେକ ସମୟରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି । ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସ।ହପ୍ରଦ ହେବ ନାହିଁ । ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ବୃଷ:-ଆଜି…
Read More...

ବିଧାନସଭା ସମ୍ମୁଖରେ ମା ତଣ୍ଟିରେ ଛୁରୀ ଲଗାଇଲା ପୁଅ।

ଭୁବନେଶ୍ୱର,୧।୧୦(ବ୍ୟୁରୋ): ବିଧାନସଭାର ସୁରକ୍ଷା ବଳୟ ବାହାରେ ଗୁରୁବାର ଏକ ଅଭାବନୀୟ  ଘଟଣା  ଘଟିଛି।  ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରୀ ଲାଗାଇ ହତ୍ୟା ଧମକ ଦେଇଥିଲେ। ପୋଲିସ ଯୁବକଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ନାକେଦମ ହୋଇଥିଲା। ପରେ ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ ଓ…
Read More...

+୩ ନାମଲେଖା ଅବଧି ବୃଦ୍ଧି।

ଭୁବନେଶ୍ୱର,୧।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ…
Read More...

ଅକ୍ଟୋବର ୧ରୁ ବଦଳିଲା ଏହିସବୁ ନିୟମ।

ନୂଆଦିଲ୍ଲୀ,୧/୧୦(ଓଡ଼ିଆ ନ୍ୟୁଜ): ଅକ୍ଟୋବର ଆରମ୍ଭରେ ଅନେକ ପରିବର୍ତ୍ତନ ଆସିଛି | ସାଧାରଣ ଲୋକଙ୍କ ସହ ଜଡିତ ଅନେକ ନିୟମ ଆଜିଠାରୁ ପରିବର୍ତ୍ତନ ହେବ |  କେତେକ କ୍ଷେତ୍ରରେ ଲୋକଙ୍କୁ ସୁବିଧା ମିଳିବ ଓ କିଛି କ୍ଷେତ୍ରରେ ପକେଟ୍ ଢ଼ିଲା କରିବାକୁ ପଡ଼ିବ । ଆଜିଠାରୁ ଏକ ସରକାରୀ ଚାଳିତ ୱେବ୍…
Read More...

ଖୋଲିଲା ଭିତରକନିକା।

କେନ୍ଦ୍ରାପଡ଼ା : ଆଜି ଠାରୁ କେନ୍ଦ୍ରାପଡ଼ା ସ୍ଥିତ ଜାତୀୟ ଉଦ୍ୟାନ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। କୋଭିଡ଼ କଟକଣା ଓ ଗାଇଡ଼ଲାଇନ ସଠିକ ଓ କଡାକଡି ଭାବେ ପାଳନ କରାଯିବ। ବର୍ତ୍ତମାନ କେବଳ କଟେଜରେ ରାତ୍ରୀଯାପନ…
Read More...

ରାଜ୍ୟରେ ପୁଣି ୩୪୪୩ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୧୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୯୭ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ…
Read More...

ରାଜ୍ୟ ସରକାରଙ୍କ ଅନଲକ୍-୫ ଗାଇଡଲାଇନ୍।

ଭୁବନେଶ୍ଵର ,୧/୧୦(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୫.୦ ବା ଅକ୍ଟୋବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନରେ ପୂର୍ବପରି ଅନଲାଇନ୍ ଶିକ୍ଷାଦାନ ଜାରି…
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଅଲ୍ ଓଡିଶା ବିପିୟୁଟି ଛାତ୍ର ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।…
Read More...

ତିର୍ତ୍ତୋଲ ଛାତ୍ର ବିଜେଡିର ବିଜୟଙ୍କୁ ବିପୁଳ ସମର୍ଥନ।

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଉପନିର୍ବାଚନ ତାରିଖ ଘୋଷଣା ପରେ ଏବେ ତିର୍ତ୍ତୋଲର ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଛି।ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ତଥା ଜିଲ୍ଲା ଛାତ୍ର ବିଜେଡିର ସାଧାରଣ ସଂପାଦକ ବିଜୟ ଶଙ୍କର ଦାସଙ୍କୁ ଏଠାରେ ପାର୍ଥୀ କରାଯିବ ବୋଲି ଆଭାସ ମିଳିଛି,ଏଣେ…
Read More...

ରୋଷେଇ ଘରର ସାଥୀ ଅଗସ୍ତି ମସଲା ଲୋକାର୍ପିତ। ସ୍ବାସ୍ଥ୍ୟ ପାଇଁ ହିତକାରୀ ହେବ ଅଗସ୍ତି ମସଲା।

ଭୁବନେଶ୍ୱର :- ଜନସାଧାରଣଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ ପାଇଁ ବିଭିନ୍ନ ବୃକ୍ଷ ଲତାରୁ ମଞ୍ଜି,ଫଳ ଓ ମୂଳରୁ ପ୍ରସ୍ତୁତ ଗବେଷଣା ଭିତ୍ତିକ ଅଗସ୍ତି ମସଲା ଭୁବନେଶ୍ୱର ସ୍ଥିତ ନିଗମ କଳ୍ପତରୁ ଆଶ୍ରମରେ କୋଭିଡ ନିୟମକୁ ପାଳନ କରି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି। ଏହି…
Read More...