banner
Breaking

ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ସଭାପତି ତଥା ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଅଲ୍ ଓଡିଶା ବିପିୟୁଟି ଛାତ୍ର ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଅଲ୍ ଓଡିଶା ବିପିୟୁଟି ଛାତ୍ର ସଂଗଠନର ପ୍ରତିଷ୍ଠାତା ସୂର୍ଯ୍ୟନାରାୟଣ ମହାନ୍ତି, ଅଲ୍ ଓଡିଶା ବିପିୟୁଟି ଛାତ୍ର ସଂଗଠନର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ଜେନା ,ରୁଦ୍ରଦେଵ ମଲ୍ଲିକ,ଲିଜ଼ନ ପରିଡ଼ା, ବିଶ୍ଵଜିତ ଜେନା, ଲିପୁନ୍ ମହାରଣା, ସ୍ୱାବଲମ୍ବନ ମହନ୍ତ ଏବଂ ସଂଗଠନ ର ୪୦ ରୁ ଉର୍ଦ୍ଧ୍ବ ଛାତ୍ର ନେତା ଓ ସଂଗଠକ ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.