banner
Breaking

+୩ ନାମଲେଖା ଅବଧି ବୃଦ୍ଧି।

0

ଭୁବନେଶ୍ୱର,୧।୧୦(ଓଡ଼ିଆ ନ୍ୟୁଜ): ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ ସିଲେକ୍ସନର ନାମଲେଖା ତାରିଖ ଆସନ୍ତା ୬ ତାରିଖ ଯାଏ ବୃଦ୍ଧି କରାଯାଇଛି। ଅକ୍ଟୋବର ୭ ତାରିଖ ସାରେ ଫାଷ୍ଟ ସିଲେକ୍ସନ ଆଡମିଶନ ତାଲିକା ପ୍ରକାଶ ପାଇବ। ୭ ତାରିଖ ଯାଏ ବୃଦ୍ଧି ପାଇଲା ଫାଷ୍ଟ ସିଲେକ୍ସନ ସ୍ଲାଇଡ ଅପ ଫର୍ମ ପୂରଣ। ସେହିପରି ଆସନ୍ତା ୧୩ରେ ସେକେଣ୍ଡ ସିଲେକ୍ସନ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୧୬ ତାରିଖ ରାତି ସୁଦ୍ଧା ଆଡମିଶନ ଫି’ ଦାଖଲ କରିବେ ସେକେଣ୍ଡ ଲିଷ୍ଟ ପିଲା। ୧୯ ତାରିଖ ସାରେ ଚୂଡାନ୍ତ ନାମଲେଖା ଡାଟା ପ୍ରକାଶ ପାଇବ।

Khansweb Solution Bhubaneswar

Leave A Reply

Your email address will not be published.