banner
Breaking
Yearly Archives

2020

ଦଶମ ଶ୍ରେଣୀ ପାଠରେ ସାମିଲ ହେବ ସଡକ ସୁରକ୍ଷା।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରୁ ୧୦ମ ପାଠ୍ୟକ୍ରମରେ ଏହା ରଖାଯିବ। ତେବେ ବିଷୟବସ୍ତୁ କିପରିି ହେବ, ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ବୁଧବାର ପରିବହନ…
Read More...

ମହିଳା ସିଟରେ ପୁରୁଷ ବସିଲେ ଜରିମାନା।

ଭୁବନେଶ୍ୱର,(ବ୍ୟୁରୋ):ଘରୋଇ ବସ୍‌ ଓ ମୋ ବସ୍‌ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍‌ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ…
Read More...

ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ବିକାଶ ଦିଗରେ ପାଣ୍ଡିଆନ୍। ତାରାତାରିଣୀଙ୍କ ଦର୍ଶନ କରି ଉନ୍ନତି ପାଇଁ ନିର୍ଦ୍ଦେଶ ଦେଲେ।

ଗଞ୍ଜାମ,୩୧।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଉନ୍ନତି ପାଇଁ ଦିନରାତି ଏକ କରି ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ବିଶେଷ କରି ଓଡ଼ିଆ ମାନଙ୍କର ଧର୍ମୀୟ ଭାବନା ପ୍ରତି ଦୁର୍ବଳତା ରହିଛି। ତେଣୁ ମନ୍ଦିର ମାନଙ୍କର ବିକାଶ ଘଟିଲେ…
Read More...

ତପ୍ତପାଣି ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ସହାୟତା ଘୋଷଣା…
Read More...

ବାର୍ଡ ଫ୍ଲୁ ଘଟଣାର ଅନୁଧ୍ୟାନ କରିବେ କନ୍ଦ୍ରୀୟ ଟିମ୍।

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରଠାରୁ ଆତଙ୍କ ଜାରି ରହିଛି। ବାର୍ଡ ଫ୍ଲୁ ଭୂତାଣୁ ଯେପରି ମଣିଷ ଓ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ସମସ୍ତ ପ୍ରକାର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ: ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ର ଚଳନ ହେତୁ କର୍ମ କ୍ଷେତ୍ରରେ ବିଶେଷ ସଫଳ ହେବ ନାହିଁ। ତଥାପି ସତ୍‌କର୍ମରେ ବ୍ୟୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। କୋମଳ ଭାଷା ପ୍ରୟୋଗ କରି ଶ୍ରୋତାମାନଙ୍କ ମନକିଣିପାରନ୍ତି।…
Read More...

ସୁପର ଓଭରରେ ଭାରତର ଚମତ୍କାର ବିଜୟ ସହିତ ଟି୨୦ ସିରିଜ।

ହାମିଲଟନ,୨୯।୧(ଓଡ଼ିଆ ନ୍ୟୁଜ) ହାମିଲଟନ ଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍‌କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି। ମ୍ୟାଚଟି ଟାଇ ହେବାପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ କେନ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ଗଜକେଶରୀ ଯୋଗ କେତୁଯୁକ୍ତରୁ ସମ୍ମାନଜନକ ସ୍ଥିତିରେ ରହିଲେ ମଧ୍ୟ ସାଧାରଣ ବ୍ୟତିକ୍ରମ ସୃଷ୍ଟିହେବ। ଶନି ଦୃଷ୍ଟ ଚନ୍ଦ୍ର ହେତୁ ବୃଥା ସନ୍ଦେହ ଜନିତ ଅନ୍ୟମନସ୍କ ଯୋଗୁ ମନ ବିଚଳିତ ରହିପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ…
Read More...

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡସ

ଭୁବନେଶ୍ୱର,୨୯/୧ (ଓଡ଼ିଆ ନ୍ୟୁଜ) : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା…
Read More...

ବିଧାନ ପରିଷଦ ବୈଠକ। ସା°ସଦଙ୍କୁ ତାଗିଦ। ଓବିସି ସାମିଲ ହେବେ ଏନଆରସିରେ।

ଭୁବନେଶ୍ୱର,୨୮।୧(ଓଡ଼ିଆ ନ୍ୟୁଜ): ବିଜେଡିର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମାସ ୨୯ରେ ପାର୍ଲାମେଣ୍ଟର ବଜେଟ ଅଧିବେଶନବେଳେ ଉଭୟ ସଦନରେ ଦଳର ରଣନୀତି…
Read More...