banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ। କଳକାରଖାନା, ଜଳଜାତ ଦ୍ରବ୍ୟ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା ବାଟରେ ବନ୍ଧୁଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।…
Read More...

ବାୟୁ ପ୍ରଦୂଷଣ ଯୋଗୁଁ ଯାଉଛି ଲକ୍ଷାଧିକ ଜୀବନ।

ନୂଆଦିଲ୍ଲୀ,୨୧।୧୦: ବାୟୁ ପ୍ରଦୂଷଣ ଯୋଗୁ ପୃଥିବୀରେ ସଙ୍କଟ ଧୀରେଧୀରେ ଘନେଇ ଆସୁଛି। ପୃଥିବୀରେ ୨୦୧୯ରେ ୬୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଭାରତରେ ୧୬ ଲକ୍ଷ ୭୦ ହଜାରରୁ ଅଧିକ ଲୋକଙ୍କର ଜୀବନ ବାୟୁ ପ୍ରଦୂଷଣ ନେଇଛି। ଏସମ୍ପର୍କରେ ବୁଧବାର ପ୍ରକାଶ ପାଇଥିବା…
Read More...

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲ ଏସି ଗ୍ରସ୍ତ ଓ ପୂଜାର୍ଚ୍ଚନା।

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍‌ ସେକ୍ଟରରେ ଏଲ୍‌ଏସି ଗସ୍ତ କରିବେ ଏବଂ ସେଠାରେ ଅସ୍ତ୍ର ପୂଜା କରିବେ।…
Read More...

ଆଗାମୀ ସିଜିନରେ ବାଜି ମାରିବେ ଲିପିକା।

ଭୁବନେଶ୍ବର ୨୧/୧୦: ଆଗାମୀ ସିଜିନରେ ବାଜି ମାରିଵେ ଲିପିକା। ଓଲିଉଡରେ ଅଭିନୟ ପାଇଁ ଲିପିକା ସେନାପତି (ସୁଇଟି) ‘ମୁଁ ବି ହିରୋଇନ୍‌ ହେବି’ ରିଅଲିଟି ସୋ’ରେ ଭାଗ ନେଇଥିଲେ । ଏଥିରେ ସେ ସଫଳ ହୋଇ ନଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ମ୍ୟୁଜିକ୍‌ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । ସେହିପରି…
Read More...

ରାଜ୍ୟରେ ଆରୋଗ୍ୟଙ୍କ ସ°ଖ୍ୟା ବଢ଼ିବାରେ ଲାଗିଛି।

ଭୁବନେଶ୍ୱର, ୨୦।୧୦: ଓଡ଼ିଶାରେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଜ୍ୟରେ ଆଉ ୨,୬୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ…
Read More...

ଏବେବି ବଞ୍ଚିଛି ମାନବିକତା।

ସୁନ୍ଦରଗଡ,୧୯।୧୦ : ଏବେବି ବିଞ୍ଚିଛି ମାନବିକତା। ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ଯୁବକ ଶହେ କି ହଜାରେ ନୁହେଁ ଏକାବେଳେ ୨୨ ହଜାର ଟଙ୍କା ରାସ୍ତାରୁ ପାଇଥିଲେ ମଧ୍ୟ ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ ଜିଲା ବିଲେଇମୁଣ୍ଡାରେ ଦେଖିବାକୁ ମିଳିଛି। ଟପରିଆ…
Read More...

୭ ମାସ ପରେ ଖୋଲିଲା ସ୍କୁଲ।

ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା ନିୟମକୁ ପାଳନ କରିବା ଉପରେ ଗୁରୁତ୍ୱରୋପ…
Read More...

ସ୍ବର୍ଗଦ୍ବାରରୁ ଉଠିଲା କଟକଣା।

ପୁରୀ ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍‌ ଗାଇଡ୍‌ ଲାଇନ ଅନୁପାଳନ କରି ଜିଲା ବାହାରର ମୃତଦେହ ସ୍ବର୍ଗଦ୍ବାରରେ ଦାହ କରାଯାଇପାରିବ ।…
Read More...

ରାଜ୍ୟରେ ଆଜି ୧୯୮୨ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରେ କରୋନା ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଛି। ୪ ହଜାର ଛୁଇଁଥିବା ସ°ଖ୍ୟା ୨ ହଜାର ତଳକୁ ଖସିଛି। ଆଜି ରାଜ୍ୟରେ ୧୯୮୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୬ ଜଣ ସ୍ଥାନୀୟ…
Read More...

ତରଜଙ୍ଗା ପଞ୍ଚାୟତରେ ବିଜେଡ଼ିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ

ଜଗତସିଂହପୁର,୧୯/୧୦(ଓଡ଼ିଆ ନ୍ୟୁଜ): ତରଜଙ୍ଗା ପଞ୍ଚାୟତ ପୂବପଡା ବୁଢୀ ଜାଗୁଳାଇ ପୀଠରେ ଏକ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ତରଜଙ୍ଗା ପଞ୍ଚାୟତ ବିଜେଡ଼ି ସଭାପତି ରଞ୍ଜିତ ପରିଜାଙ୍କ ତତ୍ତ୍ଵାବଧାନରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ତିର୍ତ୍ତୋଲ ବ୍ଲକ ବିଜେଡି…
Read More...