banner
Breaking
Yearly Archives

2020

ଭୟଙ୍କର ହେଉଛି ବାତ୍ୟା ଅମ୍ଫାନ। ହାତିଆ-ଦୀଘା ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍।

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୯୫୦ କି.ମି, ପଶ୍ଚିମବଙ୍ଗର ଦୀଘାଠାରୁ ୧୧୨୦ କି.ମି ଏବଂ ବାଂଲାଦେଶର ଖେପୁରାଠାରୁ ୧୨୩୦ କି.ମି ଦୂରରେ…
Read More...

କୁଜଙ୍ଗ ଯୁବ ସମାଜ ତରଫରୁ ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।

ଜଗତସିଂହପୁର,୧୭/୫(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ପାଇଁ ତାଲାବନ୍ଦ କାରଣରୁ ଗରିବ ଅସହାୟ ଲୋକମାନଙ୍କର କାମଧନ୍ଦା ସବୁ ବନ୍ଦ ହୋଇଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାରାଦୀପ ନିର୍ବାଚନମଣ୍ଡଳୀର ଯୁବ…
Read More...

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ୧୪ ଦିନ ଅର୍ଥାତ ମେ ୩୧ ଯାଏ ବୃଦ୍ଧି। କୋହଳ ହୋଇପାରେ କିଛି ନିୟମ।

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ ପ୍ରଭାବକୁ ଆଖି ଆଗରେ ରଖି ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ୍ ଅବଧି ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦେଶର ଅର୍ଥନୈତିକ…
Read More...

ଖୁସି ଖବର ରାଜ୍ୟରେ ପୁଣି ୨୪ ସୁସ୍ଥ। ମୃତ୍ୟୁ ୫ ନୁହେଁ ଚାରି।

ଭୁବନେଶ୍ଵର,୧୭/୫(ଓଡ଼ିଆ ନ୍ୟୁଜ) : ଖୁସି ଖବର ରାଜ୍ୟରେ ଆଉ ୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୨୪ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୯, ବାଲେଶ୍ଵର ୨ ଏବଂ ଯାଜପୁରରୁ ୩ ଜଣ ରହିଛନ୍ତି । ସୁସ୍ଥ ହୋଇଥିବା ଏହି ୨୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୨୨୦ କରୋନା ଆକ୍ରାନ୍ତ…
Read More...

ରାଜ୍ୟରେ ପୁଣି ୯୧ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୮୨୮ କୁ ବୃଦ୍ଧି। ପୁଣି ୨ ମୃତ୍ୟୁ।

ଭୁବନେଶ୍ଵର,୧୭/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ୨ଜଣ ଚିହ୍ନଟ ହୋଇଥିଲା ବେଳେ ଆଜି ୮୯ ଜଣ ଅଟନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବୃଦ୍ଧି ଘଟିପାରେ। ସବୁକଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍‌ ହେବ। କୃତ୍ତିକା ନକ୍ଷତ୍ର କାମ ହାସଲ ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ପ୍ରଶାସନ ଓ ଆଇନ କ୍ଷେତ୍ରରେ…
Read More...

ଭୟଙ୍କର ରୂପ ନେଉଛି ବାତ୍ୟା ଅମ୍ଫାନ। କେଉଁ ଜିଲ୍ଲା ପ୍ରଭାବିତ ହେବ ଜାଣନ୍ତୁ।

ଭୁବନେଶ୍ଵର,୧୬/୫: ଭୟଙ୍କର ରୂପ ନେଉଛି ଅମ୍ଫାନ। ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଶନିବାର ପୂର୍ବାହ୍ନରେ ଅବପାତ ରୂପ ନେଇଛି। ପଶ୍ଚିମବଙ୍ଗର ଦୀଘାଠାରୁ ୧୨୫୦ କିଲୋମିଟର ଏବଂ ପାରାଦୀପଠାରୁ ୧୧୦୦ କିଲୋମିଟର ଦୂରରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି।…
Read More...

ରାଜ୍ୟରେ ପୁଣି ୬୫ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୭୩୭ କୁ ଵୃଦ୍ଧି।

ଭୁବନେଶ୍ୱର, ୧୬।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୬୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୩୧, ଗଞ୍ଜାମରୁ ୧୩,କଟକ-୬,କେନ୍ଦ୍ରାପଡା ୪,ପୁରୀ-୪,ଖୋର୍ଦ୍ଧା-୩ ମୟୂରଭଞ୍ଜ ଓ ନୟାଗଡ଼ରୁ ଦୁଇଜଣ ଲେଖା…
Read More...

ଖୋଲିବ ଆଧାର ସ°ଶୋଧନ କେନ୍ଦ୍ର।

ଭୁବନେଶ୍ବର,୧୫/୫(ବ୍ୟୁରୋ) କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ହୋଇ ରହିଥିବା ରାଜ୍ୟର ଆଧାର କେନ୍ଦ୍ର ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ନିୟମ ଅନୁପାଳନ କରି ଆଧାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ କୁହାଯାଇଛି। ଏନେଇ…
Read More...

ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୫(ଓଡ଼ିଆ ନ୍ୟୁଜ)- କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଛନ୍ତି । ଏବେ ସରପଞ୍ଚମାନଙ୍କୁ ମଧ୍ୟ ଏହି…
Read More...