banner
Breaking
Yearly Archives

2020

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ।

ଭୁବନେଶ୍ୱର, ୧୮/୫(ଓଡ଼ିଆ ନ୍ୟୁଜ): ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିଲାବେଳେ ଆମ ସରକାରମାନେ ଏହାର ଫାଇଦା ଦେଶର ସାଧାରଣ ଗ୍ରାହକଙ୍କୁ ନ ଦେଇ ବିଭିନ୍ନ ଶୁଳ୍କ ଓ ଭାଟ ବୃଦ୍ଧି ବୃଦ୍ଧି କରି ରାଜସ୍ବ ସଂଗ୍ରହ ଅଳରେ ଶୋଷଣ କରିଚାଲିଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡିଶା…
Read More...

କରୋନା ଓ ବାତ୍ୟା ଅମ୍ଫାନ ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ।

ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆଜି ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟରେ କରୋନା ଓ ବାତ୍ୟା ଅମ୍ଫାନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ…
Read More...

ଜଗତସିଂହପୁରରେ ପୁଣି ୨୦ ପଜିଟିଭ୍।

ଜଗତସିଂପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂପୁର ପୁଣି ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୯ଜଣ ନାଉଗାଁ ଓ ଜଣେ କୁଜଙ୍ଗ ବ୍ଲକ ଅଂଚଳର ବୋଲି ଜଣାପଡିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଓ କ୍ୱାରେନଟାଇନ ସେଂଟରରେ ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।…
Read More...

ଜୁଲାଇ ୧ ରୁ ସିବିଏସଇ ପରୀକ୍ଷା। କେଉଁ ଦିନ କଣ ପଢନ୍ତୁ।

ନୂଆଦିଲ୍ଲୀ,୧୮/୫(ଓଡ଼ିଆ ନ୍ୟୁଜ): ସିବିଏସଇ ବୋର୍ଡର ବାକିଥିବା ଦଶମ ପରୀକ୍ଷା ଆରମ୍ଭ ହେବ। ତୁଲାଇ ୧ ରୁ ଆରମ୍ଭ ହୋଇ ୧୫ ମଧ୍ୟରେ ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ ମଧ୍ୟାହ୍ନ ୧ଟା ୩୦ ଯାଏ ପରୀକ୍ଷା ହେବ । ୧୦ଟା ୧୫ରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର…
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧୮/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୪୮ଜଣ କେରାନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ଆଜି ସକାଳେ ୧୦ଟି…
Read More...

ସୁପରସାଇକ୍ଲୋନରେ ପରିଣତ ହେଲା ଅମ୍ଫାନ। ୨୬୦ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ,୧୮/୫(ବ୍ୟୁରୋ) ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ଅମ୍ଫାନ। ୧୨ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ମାତ୍ର ଏହା ଦିନ ୧୨ଟା…
Read More...

ଜଗତସିଂହପୁରର ସମସ୍ତ ୫ ଆକ୍ରାନ୍ତ ସୁସ୍ଥ। ପୁଣି ଗ୍ରୀନ ଜୋନକୁ ଫେରିପାରେ ଜଗତସିଂହପୁର।

ଜଗତସିଂହପୁର,୧୮/୫(ଓଡ଼ିଆ ନ୍ୟୁଜ):  ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ…
Read More...

ରାଜନଗର ଜନପ୍ରିୟ ବିଧାୟକ ଧ୍ରୁବ ସାହୁଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ।

ରାଜନଗର,୧୮/୫,(ଓଡ଼ିଆ ନ୍ୟୁଜ) ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍‌ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା…
Read More...

ରାଜ୍ୟରେ ପୁଣି ୬ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୮୩୪

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ।ସେଥିମଧ୍ୟରୁ ୨ ଜଣ ବଲାଙ୍ଗୀରର ହୋଇଥିଲା ବେଳେ ୪ ଜଣ ପୁରୀ ଜିଲ୍ଲାର। ପୁରୀରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ପୁରୀ ସହରରୁ ୨, କୋଣାର୍କ ଓ ପିପିଲିରୁ ଜଣେ ଲେଖାଏଁ ।ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟିନ୍‌ରେ…
Read More...

ହକିଇଣ୍ଡିଆ ଅନଲାଇନ ପ୍ରଶିକ୍ଷଣ ରେ ଓଡିଶାରୁ ଏକମାତ୍ର କ୍ରୀଡା ସାମ୍ବାଦିକ ସୁଶାନ୍ତ।

ଭୁବନେଶ୍ୱର ,୧୭/୫(ଓଡ଼ିଆ ନ୍ୟୁଜ): ପ୍ରଥମ ଥର ପାଇଁ ହକିଇଣ୍ଡିଆ ତରଫରୁ ଭାରତରେ ଥିବା କ୍ରୀଡା ସାମ୍ବାଦିକ ମାନଙ୍କ ପାଇଁ ଅନ ଲାଇନ ପ୍ରଶିକ୍ଷଣ ପାଠ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା ଏଥିରେ ୧୧ ଜଣ କ୍ରୀଡା ସାମ୍ବାଦିକ ସଫଳତା ର ପାଠ୍ୟ କ୍ରମ କୁ ଶେଷ କରିଥିଲେ।ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ…
Read More...