banner
Breaking

ଜଗତସିଂହପୁରରେ ପୁଣି ୨୦ ପଜିଟିଭ୍।

0

ଜଗତସିଂପୁର,୧୮/୫(ଓଡ଼ିଆ ନ୍ୟୁଜ): ଜଗତସିଂପୁର ପୁଣି ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୯ଜଣ ନାଉଗାଁ ଓ ଜଣେ କୁଜଙ୍ଗ ବ୍ଲକ ଅଂଚଳର ବୋଲି ଜଣାପଡିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଓ କ୍ୱାରେନଟାଇନ ସେଂଟରରେ ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପଂହଚିଲା । ଏହି ୨୫ ଆକ୍ରାନ୍ତ ମଧ୍ୟରୁ ୨୦ଜଣ ଚିକିତ୍ସିତ ହେଉଥିବା ବେଳେ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.