banner
Breaking
Yearly Archives

2020

ରାଜ୍ୟରେ ପୁଣି ୭୯ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୫୧୭ କୁ ବୃଦ୍ଧି। ୨୯ ଜିଲ୍ଲାରେ ପହଞ୍ଚିଲା କରୋନା।

ଭୁବନେଶ୍ୱର,୨୬/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟଙ୍କ ମଧ୍ୟରୁ ୭୧ଜଣ…
Read More...

ଖୋର୍ଦ୍ଧାରେ ୫ ପଜିଟିଭ ଚିହ୍ନଟ।

ଖୋର୍ଦ୍ଧା ,୨୫।୫(ବ୍ୟୁରୋ ) : ଖୋର୍ଦ୍ଧା ଜିଲାରେ ସୋମବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳର ଜଣେ ରହିଥିବା ବେଳେ ଶିଶୁପାଳଗଡ଼ର ଜଣେ ଓ…
Read More...

ଲିଙ୍ଗରାଜଙ୍କ ଶୀତଳଷଷ୍ଠୀକୁ ମିଳିଲା ଅନୁମତି।

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଲାଗି ସୋମବାର ଅନୁମତି ମିଳିଛି। ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ କେତେକ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନିର୍ଦ୍ଦିଷ୍ଟ କଟକଣା ସହ ଶିବ ବିବାହ ନୀତି ପାଳନ ହେବ। ବିନା ଶୋଭାଯାତ୍ରା ଓ ସାଜ ସଜ୍ଜାରେ ଶିବ ବିବାହ ସମ୍ପନ୍ନ ହେବ…
Read More...

ଆସନ୍ତାକାଲି ଚାଲିବ ମୋ ଵସ୍।

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ, ନନ୍ଦନକାନନ-ଲିଙ୍ଗିପୁର ରୁଟରେ ବସ…
Read More...

ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ।

ଭୁବନେଶ୍ବର ,୨୫/୫(ଓଡ଼ିଆ ନ୍ୟୂଜ) : ରାଜ୍ୟ ପାଇଁ ଖୁସି ଖବର।  ସୋମବାର ରାଜ୍ୟରେ ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ହୋଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ  ବାଲେଶ୍ବର-୩୪, ଗଞ୍ଜାମ- ୧୫, ଯାଜପୁର- ୧୩ ,…
Read More...

ଭାରତର ଉତ୍ତର ପୂର୍ବାଞ୍ଚଳରେ ଭୂକମ୍ପ।

ଗୁଆହାଟୀ ,୨୫/୫ (ବ୍ୟୁରୋ): ଆଜି ଅପରାହ୍ନ ୧.୧୫ ମିନିଟରେ  ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ଘଟିଥିବା ଜଣାପଡ଼ିନାହିଁ । ମଣିପୁରରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିବା ସୂଚନା ମିଳିଛି । ସେହିପରି  …
Read More...

ରାଜ୍ୟରେ ପୁଣି ୧୦୩ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୪୩୮ କୁ ବୃଦ୍ଧି।

ଭୁବନେଶ୍ଵର,୨୫/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ତେବେ ୧୦୩ଜଣଙ୍କ ମଧ୍ୟରୁ ୯୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୭ଜଣ ସ୍ଥାନୀୟ ଲୋକ ଅଛନ୍ତି । ଚିହ୍ନଟଙ୍କ…
Read More...

ଜଗତସିଂହପୁରରେ ପୁଣି ୧୦ ପଜିଟିଭ୍ ଚିହ୍ନଟ।

ଜଗତସିଂହପୁର,୨୫/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ପୁଣି ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।୨୧ ତାରିଖ ଦିନ ୧୯୫ ସ୍ୱାବ ସଂଗ୍ରହ କରାଯାଇଥିଲା ସେଥିରୁ ୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ,ଅନ୍ୟ ୧୮୫ ସ୍ୱାବ ନେଗେଟିଭ ଆସିଛି । ଏହି ୧୦ ଜଣଙ୍କର କୈଣସି କରୋନା ଲକ୍ଷଣ ନଥିଲା। ୮…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ମୁଖଭାବରେ ରବି ଓ ଶୁକ୍ରଜନିତ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସଙ୍ଗକୁ ପୁରସ୍କୃତ ହୋଇପାରନ୍ତି । ଅଫିସ୍‌ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ…
Read More...

କାଲି ଚାଲିବ ନାହିଁ ବସ କି ଆଟୋ।

ଭୁବନେଶ୍ୱର,୨୪/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ କେଇଘଣ୍ଟା ପରେ କାଲିଠାରୁ…
Read More...