banner
Breaking

ଆସନ୍ତାକାଲି ଚାଲିବ ମୋ ଵସ୍।

0

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ, ନନ୍ଦନକାନନ-ଲିଙ୍ଗିପୁର ରୁଟରେ ବସ ଚାଲିବ। ମାଷ୍ଟରକ୍ୟାଣ୍ଟିନ-ସିଡିଏ, ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧାରେ ଚାଲିବ। ମାଷ୍ଟରକ୍ୟାଣ୍ଟିନ- ସମ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱର ଚାଲିବ। ମାଷ୍ଟରକ୍ୟାଣ୍ଟିନ- ଏମ୍ସ ମଧ୍ୟରେ ବି ବସ ଚଳାଚଳ କରିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଯାତ୍ରୀମାନେ ବସରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ। ସେହିପରି ପ୍ରତ୍ୟେକ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.