banner
Breaking

ଜଗତସିଂହପୁରରେ ପୁଣି ୧୦ ପଜିଟିଭ୍ ଚିହ୍ନଟ।

0

ଜଗତସିଂହପୁର,୨୫/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ପୁଣି ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।୨୧ ତାରିଖ ଦିନ ୧୯୫ ସ୍ୱାବ ସଂଗ୍ରହ କରାଯାଇଥିଲା ସେଥିରୁ ୧୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ,ଅନ୍ୟ ୧୮୫ ସ୍ୱାବ ନେଗେଟିଭ ଆସିଛି । ଏହି ୧୦ ଜଣଙ୍କର କୈଣସି କରୋନା ଲକ୍ଷଣ ନଥିଲା। ୮ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ତାମିଲନାଡୁ ଫେରନ୍ତା ସମସ୍ତେ କ୍ବାରେଣ୍ଟାଇନରେ ଥିଲେ। ଏମାନେ ନାଉଗାଁ,ବାଲିକୁଦା,ବିରିଡ଼ି ବ୍ଲକର ବୋଲି ଜିଲ୍ଲାପାଳ ଟୁଇଟର ଯୋଗେ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.