banner
Breaking
Monthly Archives

June 2020

ଆଜି ଜଗତସିଂହପୁରରୁ ୨୯ ଜଣ ଚିହ୍ନଟ।

ଜଗତସିଂହପୁର,୨୬/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ବିରିଡ଼ି ବ୍ଲକରେ ସର୍ବାଧିକ ୧୦ଜଣ, ତିର୍ତ୍ତୋଲ ବ୍ଲକରେ ୭,ରଘୁନାଥପୁର,ବାଲିକୁଦା ଉଭୟ ବ୍ଲକରେ ୫ ଜଣ ଲେଖାଏଁ ଓ କୁଜଙ୍ଗ ବ୍ଲକରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତେ ବାହାର…
Read More...

ରାଜ୍ୟରେ ପୁଣି ୨୧୮ କରୋନା ପଜିଟିଭ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୬୧୮୦ କୁ ବୃଦ୍ଧି।

ଭୁବନେଶ୍ବର,୨୬/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସ୍ଥାନୀୟ…
Read More...

ଭୁବନେଶ୍ୱରରେ ଆଜି ପୁଣି ୩୮ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୫।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ବଢିବଢି ଚାଲିଛି କରୋନା । ପୁଣି ୩୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨୫ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ବେଳେ ୧୩ ଜଣ ସ୍ଥାନୀୟ ଲୋକ ଅଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ…
Read More...

ରାଜ୍ୟରେ ପୁଣି ୨୧୦ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୫/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୨୧୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୭୪ ଜଣ ବିଭିନ୍ନ କ୍ବାରେଣ୍ଟାଇନରେ ଥିବା ବେଳେ ୩୬ଜଣ ସ୍ଥାନୀୟ ଲୋକ ଅଛନ୍ତି…
Read More...

ଭୁବନେଶ୍ୱରରେ ଉତ୍ପାତ କଲାଣି କରୋନା। ୨୦ ଦିନରେ ୧୫୧ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୪/୬(ଓଡ଼ିଆ ନ୍ୟୁଜ) : ଭୁବନେଶ୍ୱରରେ ଉତ୍ପାତ କଲାଣି କରୋନା।ପୁରା ରାଜଧାନୀବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଦିନକୁ ଦିନ ନୂଆ ନୂଆ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ। ୨୦ ଦିନ ଭିତରେ ୨୫ଟି ସ୍ଥାନରୁ ୧୫୧ ଜଣ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୮୨ ଜଣ ପ୍ରବାସୀ ଥିଲାବେଳେ ୬୯…
Read More...

ରାଜ୍ୟରେ ପୁଣି ୨୮୨ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୫୭୫୨ କୁ ବୃଦ୍ଧି।

ଭୁବନେଶ୍ଵର,୨୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ…
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହ ବ୍ୟାପି ରକ୍ତଦାନ ଶିବିରର ଶୁଭାରମ୍ଭ।

ଭୁବନେଶ୍ୱର,୨୪/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସ୍ଥିତିରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ "ଜୀବନବିଦୁ" କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ଵିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଵିଜୁ ଜନତା ଦଳ ରାଜ୍ୟ…
Read More...

ପୂଜ୍ୟ ପୂଜା ସ°ସ୍କୃତି ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ୩୬ ତମ ଶ୍ରାଦ୍ଧ ଦିବସ ପାଳିତ।

ଭୁବନେଶ୍ୱର,୨୪/୬(ଓଡ଼ିଆ ନ୍ୟୁଜ): ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ତାଙ୍କର ୩୬ ତମ ଶ୍ରାଦ୍ଧ ଦିବସ ରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂଜ୍ୟ ପୂଜା ସ°ସ୍କୃତିର ସଭାପତି ତଥା ଓଡ଼ିଆ…
Read More...

ସ୍ମାର୍ଟ ଅଟୋ ଆପ ଉଦଘାଟିତ।

ଭୁବନେଶ୍ୱର, ୨୩/୦୬(ଓଡ଼ିଆ ନ୍ୟୁଜ): ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍‌ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା ସହିତ ଭୁବନେଶ୍ୱରର ଗଳିକନ୍ଦିରେ ଏହି ସୁବିଧା ଉପଲବ୍‌ଧ ହେବ ବୋଲି ରାଜଧାନୀ…
Read More...

ସେବାୟଡଙ୍କୁ ମିଳିବ ପାଳିଆ ପୁରସ୍କାର-ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୨୩/୬(ବ୍ୟୁରୋ): ପୁରୀ ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି। ଏଥର ବିନା ଭକ୍ତରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଅପରପକ୍ଷରେ ଶ୍ରୀଜୀଉଙ୍କ ତିନି ରଥକୁ ସେବାୟତମାନେ ଟାଣିଥିଲେ ଏବଂ ନିର୍ଦ୍ଧାରିତ ସମୟ…
Read More...