banner
Breaking
Monthly Archives

April 2020

କାଲି ୪ ଆକ୍ରାନ୍ତଙ୍କ ମଧ୍ୟରେ କିଏ କେଉଁଠୁ ଜାଣନ୍ତୁ।

ଓଡିଶା ୧୨/୪ : ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ସୁନ୍ଦରଗଡ ଜିଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡାର ଏବଂ ଅନ୍ୟ ଜଣେ ଭୁବନେଶ୍ଵରୁ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ…
Read More...

ଓଡିଶାରେ ଆଉ ୪ ଆକ୍ରାନ୍ତ। ମୋଟ ୫୪ ଜଣକୁ ବୃଦ୍ଧି।

ଭୁବନେଶ୍ବର: ରାଜ୍ୟରେ ଶନିବାର ରାତିରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟ ୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ତେବେ ଏ ମଧ୍ୟରୁ ୧୨ ଜଣ…
Read More...

ବାଇଗଣ ଓ ମୁହଁରେ ହାତ ମାରିବା ଉପରେ ବାଗଚୀଙ୍କ ପରାମର୍ଶ।

ଭୁବନେଶ୍ୱର,୧୧/୪(ଓଡ଼ିଆ ନ୍ୟୁଜ): କରୋନା ସାରା ପୃଥବୀକୁ କବଳିତ କରି ସାରିଲାଣି।ଏଥିରୁ ବାଦପଡିନି ଓଡ଼ିଶା।ସାରା ଓଡିଶା ଲକଡାଉନ୍। ସମସ୍ତ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହିତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି।ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ…
Read More...

ପଞ୍ଜାବରେ ଲକଡାଉନ୍ ଅବଧି ବୃଦ୍ଧି।

ଚଣ୍ଡୀଗଡ଼: ଦେଶର ଦ୍ବିତୀୟ ରାଜ୍ୟ ଭାବରେ ପଞ୍ଜାବ ଏପ୍ରିଲ ୧୪ରେ ଶେଷ ହେଉଥିବା ୨୧ ଦିନିଆ ଲକ୍ଡ଼ାଉନକୁ ସମ୍ପ୍ରସାରିତ କରିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡ଼ାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ…
Read More...

ମତ୍ସ୍ୟଜୀବୀ ଓ ଚାଷୀଙ୍କ ପାଇଁ ଲକଡାଉନ୍ କୋହଳ।

ନୂଆଦିଲ୍ଲୀ,୧୧/୪(ବ୍ୟୁରୋ): ଲକ୍‌ଡାଉନ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଆସିଛି। ଲକ୍ ଡାଉନ୍ କଟକଣାରୁ ମତ୍ସ୍ୟ ଚାଷକୁ ବାଦ୍‌ ଦେଇଛନ୍ତି କେନ୍ଦ୍ର ସରକାର। ସମୁଦ୍ରରେ ମାଛ ଧରିବା ଏବଂ ମତ୍ସ୍ୟ ପାଳନ ଉଦ୍ୟୋଗରେ ଲକ୍‌ଡାଉନ୍‌ କଟକଣା ଲାଗିବ ନାହିଁ। ଏ ନେଇ କେନ୍ଦ୍ର ଗୃହ…
Read More...

ଭୁବନେଶ୍ୱରର ପାଞ୍ଚଟି ସ୍କୁଲରେ କରୋନା ଟେଷ୍ଟ ଆରମ୍ଭ।

ଭୁବନେଶ୍ଵର,୧୧/୪(ଓଡ଼ିଆ ନ୍ୟୁଜ) : ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଧାନୀର ୫ଟି ସ୍କୁଲ୍‌ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ଆଜି ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା…
Read More...

ଶୁକ୍ରବାର କରୋନା ସ୍ଥିତି। ଭାରତ ୮୯୬ ଆକ୍ରାନ୍ତ ୩୭ ମୃତ, ଓଡିଶା ୨ ଆକ୍ରାନ୍ତ ୧୦ ସୁସ୍ଥ।

ନୂଆଦିଲ୍ଲୀ,୧୧/୪(ଓଡ଼ିଆ ନ୍ୟୁଜ) : ଭାରତରେ କରୋନା ଭୂତାଣୁ ୩ୟ ପର୍ଯ୍ୟାୟକୁ ପହଞ୍ଚିନାହିଁ କି ସମୂହ ସଂକ୍ରମଣ ହୋଇନାହିଁ ବୋଲି ସରକାର କହିଛନ୍ତି। କିନ୍ତୁ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟ ଦେଶ ତୁଳନାରେ ଏଠାରେ ସଂକ୍ରମଣ ହାର କମ୍‌ ରହିଥିଲେ ହେଁ ଗତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ । ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ବୃଷ:-ଆନୁଷ୍ଠାନିକ କାମ ସକାଶେ…
Read More...

ପୁରୀ,ଯାଜପୁର, କଟକ କରୋନା ମୁକ୍ତ। ୧୦ ଜଣ ଆରୋଗ୍ୟ ଲାଭକଲେ। ଓଡିଆ ଡାକ୍ତରଙ୍କ ଚମତ୍କାର।

ଭୁବନେଶ୍ୱର,୧୦/୪(ଓଡ଼ିଆ ନ୍ୟୁଜ) ଓଡିଶା ପାଇଁ ଖୁସି ଖବର। ଚିକିତ୍ସା ବିଜ୍ଞାନରେ କରାମମତି ଦେଖାଇଲେ ଓଡିଆ ଡାକ୍ତର। ଆଜି ୧୦ ଜଣଙ୍କର କରୋନା ନେଗେଟିଭ ଆସିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ଜଣ ,ଭଦ୍ରକ-୨ ଓ…
Read More...

ଘରଭଡା ଛାଡ କରିବାକୁ ମାଲିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍‌ଡାଉନ୍‌ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି।  ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର…
Read More...