banner
Breaking
Yearly Archives

2019

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦ୍ଘାଟନୀ ଉତ୍ସବରେ ଓଡିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଂପାଦକ ଡ. ରେଖା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ) ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ ଉଠା ଜଳ ସେଚନ ନିଗମ ଅଧକ୍ଷ ତଥା ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ । ଏହି ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ମହିଳା ଅଧକ୍ଷା ମିନତୀ ବେହେରା । ଏପିକଲ ଅଧକ୍ଷ ଅସିତ ପଟ୍ଟନାୟକ ,ପର୍ଯ୍ୟଟନ ଅଧକ୍ଷା…
Read More...

ପାଞ୍ଚପଞ୍ଚାୟତର ପାଣି, ବ୍ରିଜ ଓ ଚାଷୀଙ୍କ ସମସ୍ୟା ବୁଝିଲେ ଜଳ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର,{ଓଡ଼ିଆ ନ୍ୟୁଜ) : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଣି, ବ୍ରିଜ୍ ଓ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ବୁଝିଛନ୍ତି ଜଳସମ୍ବଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଜି ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ପାଞ୍ଚପଞ୍ଚାୟତରେ ଥିବା ଜଳସମ୍ପଦ ବିଭାଗ ଅନ୍ତର୍ଭୁକ୍ତ ଲିଙ୍ଗିପୁର,…
Read More...

ବନ୍ଦ ଘରେ ଅସଞ୍ଜତ ଅବସ୍ଥାରେ ଚାଲିଥିଲା ଖେଳ। ଉଠାଇ ଆଣିଲା ପୋଲିସ ତାପରେ କଣ ହେଲା ପଢନ୍ତୁ

ଅନୁଗୁଳ,(ବ୍ୟୁରୋ) ବନ୍ଦ ଘର ଭିତରେ ଚାଲିଥିଲା ଖେଳ ଅସଞ୍ଜତ ଅବସ୍ଥାରେ ଥିଲେ ପୁଅଝିଅ। ପୋଲିସ ପହଞ୍ଚିବା ପରେ ଘଟଣାର ହୋଇଥିଲା ପର୍ଦାଫାସ ଅନୁଗୁଳରେ ପୁଣି ଏକ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୋଲିସ । ରାଣୀଗୋଡା ଅଞ୍ଚଳର ଏକ ଲଜ଼ ଉପରେ ପୋଲିସ ଚଢ଼ାଉ କରି ୩ ଝିଅ , ୩ ଗରାଖଙ୍କୁ ଅସଂଯତ…
Read More...

ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ୧୯/୮(ବ୍ୟୁରୋ)ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଡ. ସୁଧାଂଶୁ ଷଡଙ୍ଗୀ ହୋଇଛନ୍ତି ନୂଆ ପୋଲିସ କମିଶନର । କମିଶନର ସତ୍ୟଜିତ୍ ମହାନ୍ତି ମିଳିଛି ଜେଲ୍ ବିଭାଗ ଏଡିଜି । ଆଶିଷ କୁମାର ସିଂହ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି ।…
Read More...

ରାଇଜିଂ ଇଣ୍ଡିିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ଉତ୍ସବ।

ଭୁବନେଶ୍ୱର, ୧୮/୮(ଓଡ଼ିଆ ନ୍ୟୁଜ) ରାଇଜିଂ ଇିଣ୍ଡିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟିଆ ସ୍ଥିତ ବିଜୁ ନଗର ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ ମଣ୍ଡଳୀର ସଭାପତି ଅବନୀନ୍ଦ୍ର କର ଯୋଗଦେଇ ବୃକ୍ଷ ଆମର…
Read More...

ଜନପ୍ରିୟ ନେତାଙ୍କୁ ସନ୍ତୁଷ୍ଟ କଲେ ମୁଖ୍ୟମନ୍ତ୍ରୀ।ପ୍ରିୟଙ୍କୁ ହାଉସି° ବୋର୍ଡ ଓ ଚିନ୍ମୟଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ…

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ୨୦୧୯ ନିର୍ବାଚନରେ କିଛି କାରଣ ନଥାଇ ବହୁ ଜନପ୍ରିୟ ନେତାଙ୍କ ଟିକେଟ କାଟି ଦିଆଯାଇଥିଲା।ଏହା କିଛି କୃଚକ୍ରି କିମ୍ୱା ଅର୍ଥ ପାଇଁ ହୋଇଛି ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା।ଏହାର କାରଣ ଯାହାବି ହେଉ ବଳି ପଡିଥିବା ନେତାମାନେ ଦଳ ପାଇଁ କାମକରି…
Read More...

ରେଡ ସ୍ବସ୍ଥିକ ସୋସାଇଟ ପକ୍ଷରୁ ଟ୍ରାଫିକ ବାରିକେଡ ପ୍ରଦାନ

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ଭାରତର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ରେଡସ୍ବସ୍ଥିକ ସୋସାଇଟ ପକ୍ଷରୁ ୫ଟି ଟ୍ରାଫିକ ବାରିକେଡ ପ୍ରଦାନ କରାଯାଇଛି। ଆଜି ଏଜି ଛକରେ ଥିବା ଟ୍ରାଫିକ ଫାଣ୍ଡି ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଶାଖାର ମୁଖ୍ୟ ଦେବାଶିଷ ପଟ୍ଟନାୟକ ଟ୍ରାଫିକ ଏସପି…
Read More...

ବି.ଆଇ.ଆଇ.ଟି.ଏମ୍ ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ପାର୍କ-୨୦୧୯

ଭୁବନେଶ୍ୱର, ୧୬/୮(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ସମ୍ମିଳନୀ କକ୍ଷରେ ନବାଗତ ଏମ୍.ବି.ଏ. ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଜି ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍ଘାଟନ କରି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର…
Read More...

ଉଦଘାଟିତ ହେଲା ଖାରବେଳ ଭବନ। କପିଳେନ୍ଦ୍ର ଭବନ କେବେ

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ):-ଇତିହାସକୁ ମନ ପକାଇଲେ ସରକାର ପୂର୍ବରୁ ଓଡ଼ିଶାରେ ନିର୍ମିତ ଭବନ ଗୁଡିକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ରହିଥିବା ବେଳେ ଓଡିଶାକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷାକରି ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଶାସନ କରିଥିବା ବୀରପୁତ୍ର ରାଜଧିରାଜ ମହାମେଘବାହନ ଐର…
Read More...