banner
Breaking

ରେଡ ସ୍ବସ୍ଥିକ ସୋସାଇଟ ପକ୍ଷରୁ ଟ୍ରାଫିକ ବାରିକେଡ ପ୍ରଦାନ

0

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ଭାରତର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ରେଡସ୍ବସ୍ଥିକ ସୋସାଇଟ ପକ୍ଷରୁ ୫ଟି ଟ୍ରାଫିକ ବାରିକେଡ ପ୍ରଦାନ କରାଯାଇଛି। ଆଜି ଏଜି ଛକରେ ଥିବା ଟ୍ରାଫିକ ଫାଣ୍ଡି ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଶାଖାର ମୁଖ୍ୟ ଦେବାଶିଷ ପଟ୍ଟନାୟକ ଟ୍ରାଫିକ ଏସପି ଙ୍କୁ ବାରିକେଡ ହସ୍ତାନ୍ତର କରି କହିଥିଲେ ଭୁବନେଶ୍ବରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଅସହ୍ୟ ହୋଇପଡୁଛି। ଟ୍ରାଫିକ ପୋଲିସଙ୍କ କମ୍ ଥିବାରୁ ଏହା କିଛି ସମସ୍ୟା ସୁଧାରିବାରେ ସାହାଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ମରଜିତ ପଟ୍ଟନାୟକ ଓ ସୁଶାନ୍ତ ମହାନ୍ତି ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.