banner
Breaking
Yearly Archives

2019

ପୁଣି ମୈଦାନକୁ ଫେରିଲେ ବିଜୟ ମହାପାତ୍ର। ସରକାରଙ୍କୁ କଲେ ସମାଲୋଚନା। ଅବମାନନାର ଧମକ ଦେଲା ବିଜେଡି

ଭୁବନେଶ୍ୱର ,୪/୯(ବ୍ୟୁରୋ) ଓଡ଼ିଶାର ଐତିହ୍ୟ ମଠ ମନ୍ଦିରକୁ ସୁରକ୍ଷା ଦେବା ପରିବର୍ତ୍ତେ ଭଙ୍ଗା ଚାଲିଛି। ଓଡ଼ିଶାର ଲୋକଙ୍କ ମୁହଁ ସାଜି ସମାଲୋଚନା କରୁଥିବା ବିଜୟ ମହାପାତ୍ର ପୁଣି ଫେରିଛନ୍ତି ମୈଦାନକୁ।ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକ୍ରମକୁ ନେଇ ବିଜୟ ସରକାରଙ୍କ ଉପରେ ବର୍ଷିଛନ୍ତି ।…
Read More...

ପ୍ରମୁଖ ସାଇବର ସିକ୍ୟୁରିଟି କମ୍ପାନୀ ଥ୍ରେଟସିସ୍ ଉଦଘାଟିତ

ଭୁବନେଶ୍ବର,୦୪/୯(ଓଡ଼ିଆ ନ୍ୟୁଜ) ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପ୍ମେଟ୍, ୱେବ୍ ଓ ସଫ୍ଟୱେର ସଲ୍ୟୁସନ କମ୍ପାନୀ ଗ୍ଲୋବାଲ ଟେକ୍ ପ୍ରମୋଟରସର (ଜିଟିପି) ନୂତନ ଶାଖା ଥ୍ରେଟ୍ସିସ୍ ସ୍ଥାନୀୟ ଇନ୍ଫୋସିସ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟାଳୟକୁ କମ୍ପାନୀର କାର୍ଯ୍ୟନିର୍ବାହୀ…
Read More...

ବିଜେଡ଼ିର ୩୦ ଜଣିଆ ମିଡ଼ିଆ ଟିମ୍। ସସ୍ମିତ ପାତ୍ର ମୁଖ୍ୟ ସ°ଯୋଜକ

ଭୁବନେଶ୍ୱର,୪ା୯(ଓଡ଼ିଆ ନ୍ୟୁଜ): ଆଜି ବିଜେଡ଼ିର ୩୦ଜଣିଆ ମିଡ଼ିଆ ଟିମ ଘୋଷିତ ହୋଇଛି । ସାଂସଦ ସସ୍ମିତ ପାତ୍ର ହୋଇଛନ୍ତି ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ । ଜାତୀୟ ମୁଖପାତ୍ର ହୋଇଛନ୍ତି ୫ବରିଷ୍ଠ ନେତା । ସେମାନେ ହେଉଛନ୍ତି ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ ।…
Read More...

ଆଜି ଆପଣଙ୍କ ରାଶି କଣ କହୁଛି। ପଢନ୍ତୁ

ମେଷ – ଆଜି ଆପଣ ସଭାସମିତିରେ,ବନ୍ଧୁଗହଣରେ ଫଳପ୍ରଦ ଆଲୋଚନା କରିପାରିବେ। ଶିକ୍ଷା ସମ୍ବନ୍ଧୀୟ କିମ୍ବା ସନ୍ତାନ ହେତୁକ ପ୍ରତ୍ୟେକ ସମସ୍ୟା ନିଶ୍ଚିତ ସୁଧୁରିଯିବ। ଆନୁସଙ୍ଗୀକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୈାଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କିମ୍ବା…
Read More...

ଭୁବନେଶ୍ୱରରେ ମରୁଛନ୍ତି ପାରା ବାର୍ଡଫ୍ଲୁର ଆଶଙ୍କା

ଭୁବନେଶ୍ୱର, ୩/୯ (ବ୍ୟୁରୋ) ଭୁବନେଶ୍ୱରରେ ଗତ କିଛି ଦିନହେବ ବିଭିନ୍ନ ସ୍ଥାନରେ ପରା ମରି ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖର ପୁର ନୀଳାଦ୍ରି ବିହାର ସେକ୍ଟର ଦୁଇ ଠାରେ କିଛିଦିନ ତଳେ ଏକ ବଣୁଆ ପାରା ବେକ…
Read More...

ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ। ଅକ୍ଟୋବର ୧୫ ଯାଏ ଚାଲିବ।

ଭୁବନେଶ୍ୱର,୩/୯(ଓଡ଼ିଆ ନ୍ୟୁଜ) ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ଯାଞ୍ଚ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ରବିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ସୁରେନ୍ଦ୍ର କୁମାର ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫…
Read More...

ପାକିସ୍ତାନକୁ କଡ଼ା ଜବାବ ଦେବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩/୯(ଓଡ଼ିଆ ନ୍ୟୁଜ) ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଘଟିଛି। ପାକିସ୍ତାନକୁ କଡ଼ା ଜବାବ ଦେବ ଆପାଚେ। ଆଜି ଯୁଦ୍ଧ ଭୂମିରେ ସେନାମାନଙ୍କୁ ନୂଆ ଶକ୍ତି ମିଳିଛି । ବାୟୁସେନାରେ ୮ଟି ଆପାଚେ ହେଲିକପ୍ଟର ସାମିଲ ହୋଇଛି । ପଠାନକୋଟ ଏୟାରବେସରେ ଆପାଚେ ହେଲିକପ୍ଟର ବାୟୁସେନା ମୁଖ୍ୟ…
Read More...

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) ପଶ୍ଚିମ ଓଡିଶାରେ ଖୁବ ଧୁମଧାମରେ ପାଳିତ ହେଉଛି ଗଣପର୍ବ ନୂଆଖାଇ । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏହା ଏକ କୃଷିଭିତ୍ତିକ ଉତ୍ସବ । ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥୀ ଅର୍ଥାତ ଗଣେଶ ପୂଜା ପରଦିନ ପ୍ରତିବର୍ଷ ଏହାକୁ ପାଳନ କରାଯାଇଥାଏ । ଏହି ପର୍ବରେ…
Read More...

ଲାଲଚାନ୍ଦର ନୂଆ ସୋରୁମ୍ ରେ ସୋନମ୍ କାପୁର

ଭୁବନେଶ୍ୱର, (ବ୍ୟୁରୋ) ଭୁବନେଶ୍ୱର ନନ୍ଦନକାନନ ନିକଟସ୍ଥ ରୟାଲ ଲାଗୁନ୍ ପାଖାପାଖି ଲାଲଚାନ୍ଦ ର ଏକ ନୂତନ ସ୍ବରୁମ ଖୋଲା ଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସୋନମ କପୂର ଯୋଗ ଦେଇ ଉଦଘାଟନ କରିଥିଲେ। ଲାଲଚାନ୍ଦର ମାଲିକ ସଞ୍ଜୟ ହଂସ ମଧ୍ୟ ଉପସ୍ଥିତ ଥିଲେ। ସୋନମଙ୍କୁ ଦେଖିବାକୁ ସେଠାରେ ଲୋକ…
Read More...

ବିଜେଡ଼ିର ସଭ୍ୟ ସ°ଗ୍ରହ ଅଭିଯାନ ଆରମ୍ଭ କରି ପ୍ରଥମ ସଦସ୍ୟ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,୨/୯(ଓଡ଼ିଆ ନ୍ୟୁଜ) ପଞ୍ଚମଥର ପାଇଁ ନିର୍ବାଚନରେ ବିଜେଡିକୁ ଜୟଯୁକ୍ତ କରିଥିବା ଭୋଟରଙ୍କ ପାଖକୁ ଯିବ ବିଜେଡି । ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ କରାଯିବ । ଆଜି ଗଣେଷ ଚତୁର୍ଥୀରେ ଦଳର ସଭ୍ୟ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ତଥା…
Read More...