banner
Breaking

ଭୁବନେଶ୍ୱରରେ ମରୁଛନ୍ତି ପାରା ବାର୍ଡଫ୍ଲୁର ଆଶଙ୍କା

0

ଭୁବନେଶ୍ୱର, ୩/୯ (ବ୍ୟୁରୋ) ଭୁବନେଶ୍ୱରରେ ଗତ କିଛି ଦିନହେବ ବିଭିନ୍ନ ସ୍ଥାନରେ ପରା ମରି ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖର ପୁର ନୀଳାଦ୍ରି ବିହାର ସେକ୍ଟର ଦୁଇ ଠାରେ କିଛିଦିନ ତଳେ ଏକ ବଣୁଆ ପାରା ବେକ ଭାଙ୍ଗି ପଡି ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନପରେ ଶୈଳଶ୍ରୀ ବିହାର ଅଞ୍ଚଳରେ ୨ଟି ପାରା ମରି ପଡିଥିବା ବେଳେ ଆଜି ପୁଣି ନୀଳାଦ୍ରି ବିହାର ଠାରେ ଗୋଟିଏ ମରିପଡିଛି। ଏନେଇ ଲୋକ ମାନଙ୍କ ମଧ୍ୟରେ ବାର୍ଡଫ୍ଲୁର ଛନକା ପସିଛି। ଏଥପ୍ରତି ପ୍ରଶାସନ ଧ୍ୟାନ ଦେବାପାଇଁ ଦାବି ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.