banner
Breaking

ପାକିସ୍ତାନକୁ କଡ଼ା ଜବାବ ଦେବ ଆପାଚେ ହେଲିକପ୍ଟର

0

ନୂଆଦିଲ୍ଲୀ,୩/୯(ଓଡ଼ିଆ ନ୍ୟୁଜ) ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଘଟିଛି। ପାକିସ୍ତାନକୁ କଡ଼ା ଜବାବ ଦେବ ଆପାଚେ। ଆଜି ଯୁଦ୍ଧ ଭୂମିରେ ସେନାମାନଙ୍କୁ ନୂଆ ଶକ୍ତି ମିଳିଛି । ବାୟୁସେନାରେ ୮ଟି ଆପାଚେ ହେଲିକପ୍ଟର ସାମିଲ ହୋଇଛି । ପଠାନକୋଟ ଏୟାରବେସରେ ଆପାଚେ ହେଲିକପ୍ଟର ବାୟୁସେନା ମୁଖ୍ୟ ବି.ଏସ ଧନୱାଙ୍କ ଉପସ୍ଥିତିରେ ସାମିଲ ହୋଇଛି । ଆପାଚେ ହେଲିକପ୍ଟର ଘଣ୍ଟାପ୍ରତି ୩୬୫କିମି ଉଡ଼ାଣ କ୍ଷମତା ରହିଛି । ବାୟୁସେନାରେ ମୋଟ ୨୨ଟି ଆପାଚେ ବିମାନ ସାମିଲ ହେବ । ଏନେଇ ଆମେରିକା ସହ ଚୁକ୍ତି ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.