banner
Breaking

ଲାଲଚାନ୍ଦର ନୂଆ ସୋରୁମ୍ ରେ ସୋନମ୍ କାପୁର

0

ଭୁବନେଶ୍ୱର, (ବ୍ୟୁରୋ) ଭୁବନେଶ୍ୱର ନନ୍ଦନକାନନ ନିକଟସ୍ଥ ରୟାଲ ଲାଗୁନ୍ ପାଖାପାଖି ଲାଲଚାନ୍ଦ ର ଏକ ନୂତନ ସ୍ବରୁମ ଖୋଲା ଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସୋନମ କପୂର ଯୋଗ ଦେଇ ଉଦଘାଟନ କରିଥିଲେ। ଲାଲଚାନ୍ଦର ମାଲିକ ସଞ୍ଜୟ ହଂସ ମଧ୍ୟ ଉପସ୍ଥିତ ଥିଲେ। ସୋନମଙ୍କୁ ଦେଖିବାକୁ ସେଠାରେ ଲୋକ ଙ୍କ ନାହିଁ ନଥିବାର ଭିଡ ଜମିଥିଲା।

Khansweb Solution Bhubaneswar

Leave A Reply

Your email address will not be published.