banner
Breaking
Yearly Archives

2019

ପୂଜା କମିଟିର ବିଏମସିକୁ ବିରୋଧ। ଏଥର ଦଶହରାରେ ଏଭଳି ହେଲା

ଭୁବନେଶ୍ୱର,(ବ୍ୟୁରୋ):ଦୁର୍ଗାପୂଜାରେ ଏଥର ବାଜିବନି ଛାତି ଥରାଇଦେଉଥିବା ଡିଜେ ସାଉଣ୍ଡ୍‌। ଡିଜେରେ ପ୍ରତିଯୋଗିତା ବି ଚାଲିବନି। କେବଳ ୪ଟି ଲେଖାଏ ମାଇକ୍‌ ଓ ବକ୍ସ ଲଗାଇବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ମଙ୍ଗଳବାର କମିଶନରେଟ ପୋଲିସ…
Read More...

ଲୋକତାତିଲା ପରେ ଟ୍ରାଫିକ କଲା ନୂଆ ଉପାୟ।

ଭୁବନେଶ୍ୱର,(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ନ ଥାଇ ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁକୁ ରାଜ୍ୟବ୍ୟାପୀ ବିରୋଧ କରାଯିବାରୁ ଆଭିମୁଖ୍ୟ…
Read More...

ମାଙ୍କଡବି ସାଜିପାରେ ହତ୍ୟାକାରୀ। ହନୁ କାମୁଡାରେ ଜଣେ ମୃତ୍ୟୁ

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ହନୁ ଓ ପାତିମାଙ୍କଡ ଉତ୍ପାତରେ ଅଣନିଶିବାସୀ ହୋଇ ପଡିଛନ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ବାସୀ । ନିଦ ହଜାଇ ଦେଇଛନ୍ତି ଏହି ବୁଲା ହନୁ ଓ ପାତି ମାଙ୍କଡ । ମଙ୍ଗଳବାର ସକାଳେ ହନୁମାଙ୍କଡ କାମୁଡାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ…
Read More...

ଜଳଜୀବନ ମିଶନ କର୍ମଶାଳା। ୨0୨୪ରେ ପ୍ରତ୍ୟେକ ଘରକୁ ପାଣି।

ଭୁବନେଶ୍ୱର,୧୨ା୯: ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି। ସ୍ଥାନୀୟ ମେ’ ଫେୟାର ହୋଟେଲରେ ଅନୁଷ୍ଠିତ ଦୁଇଦିନିଆ ଜଳଜୀବନ ମିଶନ କର୍ମଶାଳାର ଗୁରୁବାର ଉଦ୍‌ଯାପନୀ ଦିବସରେ କେନ୍ଦ୍ରମନ୍ତ୍ରୀ ସିଂ ଏବଂ ରାଜ୍ୟ…
Read More...

ଓଡିଶା କ°ଗ୍ରେସ ବୁଡିଗଲା

ଭୁବନେଶ୍ୱର,୧୨।୭(ବ୍ୟୁରୋ): କେନ୍ଦ୍ରର ପରିବହନ ନିୟମ ଓଡିଶାରେ କାର୍ଯ୍ୟକାରୀ ହେବା ପରେ କେହି ବିରୋଧ କରି ନଥିଲେ ଫଳରେ ବାଧ୍ୟ ହୋଇ ଲୋକ ରାଜରାସ୍ତାକୁ ଓହ୍ଲାଇ ଥିଲେ। ବିଜେପି ବିଜେଡି ସଲାସୁତୁରା ହୋଇ ଚାଲିଥିବା ବେଳେ କ°ଗ୍ରେସ ଚୁପ ରହିଥିଲା।ଫଳରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଥିଲା।ରାଜ୍ୟ…
Read More...

ବିଗ୍ ବଜାର ପକ୍ଷରୁ ପ୍ଲାଷ୍ଟିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଫ୍ୟୁଚର ଗ୍ରୁପର ପ୍ରମୁଖ ବ୍ରାଣ୍ଡ ବିଗ୍ ବଜାର ୟୁନାଇଟେଡ଼ ନେସନସ୍ ଡ଼େଭଲପମେନ୍ଟ ପ୍ରୋଗ୍ରାମ (ୟୁଏନ୍ଡିପି) ଏବଂ ହିନ୍ଦୁସ୍ଥାନ କୋକାକୋଲା ବେଭେରେଜସ ପ୍ରାଇଭେଟ୍ ଲିମିଟେଡ଼୍ (ଏଚ୍ସିସିବିପିଏଲ) ସହ ହାତ ମିଳାଇ ପ୍ଲାଷ୍ଟିକର ସଦବ୍ୟବହାର ଏବଂ ଏହାର ପୃଥକୀକରଣ…
Read More...

କଗ୍ନିଏବଲ ଏବଂ ବ୍ରେନ୍ ଟ୍ରି ପକ୍ଷରୁ ଅର୍ଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ ଅର୍ଡର ଓ ଏବିଏ ଇନ୍ଟରଭେନସନ୍ କର୍ମଶାଳା।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ସ୍ଥାନୀୟ କିମ୍ସ ଅଡିଟୋରିୟମ୍ଠାରେ ଅର୍ଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ଅର୍ଡର ଓ ଏବିଏ ଇନ୍ଟରଭେନସନ୍ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇଛି । ୧୦୦ରୁ ଉଦ୍ଧ୍ୱର୍ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ, ଚିକିତ୍ସକ, ଏବଂ ରିହାବିଲିଟେସନ୍ ପ୍ରଫେସନାଲ ଉପସ୍ଥିତିରେ ବିଶ୍ୱର…
Read More...

କଲିକତା ଓ ବାଙ୍ଗାଲୋରକୁ ଉଡିବ ଦୁଇଟି ବିମାନ

ଭୁବନେଶ୍ୱରା,୧୧ା୯(ଓଡ଼ିଆ ନ୍ୟୁଜ): ବିମାନ ଚଳାଚଳ ନେଇ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ାରୁ ଆଉ ଦୁଇଟି ନୂଆ ବିମାନଳ ଉଡ଼ାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗଲୁରୁକୁ ବିମାନ ଉଡ଼ିବ । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ାରୁ ୫ଟି ବିମାନ…
Read More...

ଦୁଇଜଣ ରୋମିୟଙ୍କୁ ରାସ୍ତାରେ ସାବାଡକରି ସମ୍ମାନିତ ହେଲେ ଯୁବତୀ। ସାବାସୀ ଜଣାଇଲେ କମିଶନର

ଭୁବନେଶ୍ୱର,୧୦/୯(ଓଡ଼ିଆ ନ୍ୟୁଜ)-ପୁରାଣ ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀ ଶକ୍ତି ପାଖରେ ହାରମାନିଛି ପୁରୁଷ। ନାରୀ ମା,ଯାୟା,ଭଗିନୀ,ସର୍ବସ°ହା। ନାରୀ ଥରେ ସ°ହାର ଆରମ୍ଭ କଲେ ତା ପାଖରେ ହାରମାନନ୍ତି ସବୁ ଶକ୍ତି। ସେହିଭଳି ଜଣେ ସାହସୀ ନାରୀଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର।…
Read More...

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବସ୍ତି ପିଲା। ଆସ ଶିଖିବା ଓ ଶିଖାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୯/୯(ଓଡ଼ିଆ ନ୍ୟୁଜ) ସମାଜରେ ସବୁବେଳେ ଅବହେଳିତ ହୋଇ ଆସୁଛନ୍ତି ବସ୍ତିର ପିଲାମାନେ। ଆର୍ଥିକ ଅନାଟନ ଭିତରେ ବାପା ମା ପେସି ହୋଇ ନା ପଢାଇ ପାରୁଛନ୍ତି ଭଲ ସ୍କୁଲରେ ନା ଶିଖାଇ ପାରୁଛନ୍ତି ବିଭିନ୍ନ ଦକ୍ଷତା ଶିକ୍ଷା। ପ୍ରତିଭା ଥାଇ ମଧ୍ୟ ଉପଯୁକ୍ତ ଶିକ୍ଷା ଅଭାବରୁ ବିକାଶ ହୋଇ…
Read More...