banner
Breaking

କଲିକତା ଓ ବାଙ୍ଗାଲୋରକୁ ଉଡିବ ଦୁଇଟି ବିମାନ

0

ଭୁବନେଶ୍ୱରା,୧୧ା୯(ଓଡ଼ିଆ ନ୍ୟୁଜ): ବିମାନ ଚଳାଚଳ ନେଇ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ାରୁ ଆଉ ଦୁଇଟି ନୂଆ ବିମାନଳ ଉଡ଼ାଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗଲୁରୁକୁ ବିମାନ ଉଡ଼ିବ । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ାରୁ ୫ଟି ବିମାନ ଉଡ଼ାଣ କରୁଛି । ରାଉରକେଲା ଏୟାରଷ୍ଟ୍ରିପ ରନୱେ ପ୍ରସାରିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.