banner
Breaking
Yearly Archives

2019

ମୋ ସରକାର ଓ ୫ଟିର ମନ୍ତ୍ର ଦେଲେ ଡିଜିପି।

ଭୁବନେଶ୍ବର,୯/୧୦(ଓଡ଼ିଆ ନ୍ୟୁଜ) ମୋ ସରକାର କୁ ସଠିକ ଭାବେ କାର୍ଯ୍ୟକାରୀ କର।ବରଗଡ଼ରେ ପୋଲିସ କର୍ମଚାରୀଙ୍କୁ ୫ଟି ପାଠ ପଢ଼ାଇଲେ ପୋଲିସ ଡିଜି। ସାଧାରଣ ଲୋକଙ୍କ ବିଶ୍ବାସଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ଡିଜିପି। ଏହା ସହ କର୍ମଚାରୀଙ୍କୁ ପରିଷ୍କାର ପୋଷାକ, ଟୋପି ଓ ଜୋତା ପିନ୍ଧିବାକୁ…
Read More...

ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ ।

ଭୁବନେଶ୍ବର,୯/୧୦(ଓଡ଼ିଆ ନ୍ୟୁଜ) ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ଟିର ସଚିବ ଭି କେ ପାଣ୍ଡିଆନ । ଏହା ସହ ସ୍ୱାସ୍ଥ୍ୟବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର…
Read More...

କଟକରେ ଡାକ୍ତର ଲୁଟିନେଲେ ରୋଗୀର ଆଖି।

କଟକ,୯/୧୦(ବ୍ୟୁରୋ) ଆପଣମାନେ ଶୁଣିଥିବେ ଟଙ୍କା ଲୁଟ କି ଚେନ ଲୁଟ କିନ୍ତୁ ଏମିତି ଏକ ଘଟଣା ଘଟିଛି କଟକ ବଡ ଡାକ୍ତରଖାନାରେ ମୃତ୍ୟ ସହିତ ସଂଗ୍ରାମ କରୁଥିବା ଲୋକର ମୃତ୍ୟୁ ପରେ ପରିବାର ଲୋକଙ୍କୁ ନଜଣାଇ ଆଖି ଲୁଟି ନେଇଛନ୍ତି ଡାକ୍ତର । ଏନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗତକାଲି ଆଠଗଡ…
Read More...

ବାୟୁସେନା ଦିବସରେ ଅଭିନନ୍ଦନ ବର୍ତ୍ତମାନ ସମ୍ମାନିତ।

ନୂଆଦିଲ୍ଲୀ,୮।୧୦: ବାୟୁସେନା ଦିବସ ଅବସରରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟୁନିଟ୍‌କୁ ସମ୍ମାନୀତ କରାଯାଇଛି। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିଛି। କମାଣ୍ଡିଙ୍ଗ୍‌ ଅଫିସର ଗ୍ରୁପ୍‌…
Read More...

ଆଜି ବହୁ ଜିଲ୍ଲାକୁ ବର୍ଷା ସମ୍ଭାବନା।

ଭୁବନେଶ୍ୱର, ୮ା୧୦(ଓଡ଼ିଆ ନ୍ୟୁଜ): ଆଜି ରାଜ୍ୟର ଅନେକ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼,…
Read More...

ଆଜି ବିଜୟା ଦଶମୀ, ଅସତ୍ୟକୁ ବଧ କରିବେ ମା।

ଭୁବନେଶ୍ୱର, ୮ା୧୦(ଓଡ଼ିଆ ନ୍ୟୁଜ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟ ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ…
Read More...

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‍ଯାପିତ। ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି: ଉପରାଷ୍ଟ୍ରପତି

ଭୁବନେଶ୍ୱର, ୬ ।୧୦(ଓଡ଼ିଆ ନ୍ୟୁଜ): ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା କବିତାର ରହିଛି ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡ଼ୁ କହିଛନ୍ତି । ରବିବାର କିଟ୍‍ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦ୍‍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାଇଡୁ କହିଲେ, ଦୟା…
Read More...

ଗଣମାଧ୍ୟମରେ ସ୍ବାଧୀନତା ଜରୁରୀ-ଉପରାଷ୍ଟ୍ରପତି

କଟକ, ୬/୧୦(ଓଡ଼ିଆ ନ୍ୟୁଜ): ଓଡିଶାର ପୂରାତନ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ସେଠାରେ ସେ ତାଙ୍କ ଅଭିଭାଷଣ ଦେବା ସହ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି…
Read More...

ପବିତ୍ର ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ,୬।୧୦(ଓଡ଼ିଆ ନ୍ୟୁଜ): ହିନ୍ଦୁ ମାନଙ୍କର ଆରାଧ୍ୟା ଦେବୀ ମା ଦୁର୍ଗାଙ୍କ ରବିବାର ଦୁର୍ଗାଷ୍ଟମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି। ଅସତ୍ୟ ଉପରେ ସତ୍ୟର ଜୟ ସ୍ବରୂପ ଏହି ପୂଜା ପାଳନ…
Read More...