banner
Breaking

ପବିତ୍ର ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

0

ନୂଆଦିଲ୍ଲୀ,୬।୧୦(ଓଡ଼ିଆ ନ୍ୟୁଜ): ହିନ୍ଦୁ ମାନଙ୍କର ଆରାଧ୍ୟା ଦେବୀ ମା ଦୁର୍ଗାଙ୍କ ରବିବାର ଦୁର୍ଗାଷ୍ଟମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦୁର୍ଗାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି। ଅସତ୍ୟ ଉପରେ ସତ୍ୟର ଜୟ ସ୍ବରୂପ ଏହି ପୂଜା ପାଳନ କରାଯାଉଥିବା ବେଳେ ଦେଶ ତଥା ଦେଶ ବାହାରେ ଥିବା ଭାରତୀୟଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.