କଟକ,୯/୧୦(ବ୍ୟୁରୋ) ଆପଣମାନେ ଶୁଣିଥିବେ ଟଙ୍କା ଲୁଟ କି ଚେନ ଲୁଟ କିନ୍ତୁ ଏମିତି ଏକ ଘଟଣା ଘଟିଛି କଟକ ବଡ ଡାକ୍ତରଖାନାରେ ମୃତ୍ୟ ସହିତ ସଂଗ୍ରାମ କରୁଥିବା ଲୋକର ମୃତ୍ୟୁ ପରେ ପରିବାର ଲୋକଙ୍କୁ ନଜଣାଇ ଆଖି ଲୁଟି ନେଇଛନ୍ତି ଡାକ୍ତର । ଏନେଇ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଗତକାଲି ଆଠଗଡ କଇଥଛକ ନିକଟରେ ବାଇକ ସହିତ ବାଇକ ର ଧକ୍କାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଧାଈପୁର ଗ୍ରାମର ସମିର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ତେବେ ସମିର ସାହୁଙ୍କ ଶବ ବ୍ୟବଚ୍ଛେଦ ପରେ ଜାଣିବାକୁ ମିଳିଛି ତାଙ୍କ ଆଖି କୁ ଡାକ୍ତର ପରିବାର ଲୋକଙ୍କୁ ନଜଣାଇ କାଢି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Breaking
ଚଳିତ ପାର୍ବଣ ଋତୁରେ ଉପହାର ଦିଅନ୍ତୁ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏକ ପରମ୍ପରା ‘ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ’ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛି