banner
Breaking
Yearly Archives

2019

ହସ୍ପିଟାଲ ଓ ମଲ ନେଇପାରିବେ ନାହିଁ ପାର୍କି° ଫି ।

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଏକ…
Read More...

ଭୋଟ ପୂର୍ବରୁ ହାତ ଟେକିଦେଲେ ସୁର। କଣ କହିଲେ ଜାଣନ୍ତୁ।

ଭୁବନେଶ୍ୱର,୧୭/୧୦(ଓଡ଼ିଆ ନ୍ୟୁଜ) ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଜିତିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ବଡ଼ ବଡ଼ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀମାନେ ସେଠାରେ ଭିଡ଼ ଜମାଇଛନ୍ତି। ଏପରି ସ୍ଥିତିରେ ଭୋଟ୍‌ ପୂର୍ବରୁ କଂଗ୍ରେସ ବିଧାୟକ ତଥା…
Read More...

ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା।

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା। ଏଭଳି ଘଟଣା ଘଟୁଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକିଛି ମାସ ହେବ କୋକୁଆ ଭୟ ଖେଳିଯାଇଛି । ଉଠା ଦୋକାନ ଖଣ୍ଡେ କରି ପରିବାର ଭରଣ ପୋଷଣ କରୁଥିବା ଦୋକାନୀ…
Read More...

ବିଜେପୁର ପ୍ରଚାର ମଇଦାନରେ ନବୀନଙ୍କ ଫାଇନାଲ ଟଚ୍, ଦୁଇଦିନ ବୁଲିବେ।

ଭୁବନେଶ୍ବର, ୧୭ା୧୦(ଓଡ଼ିଆ ନ୍ୟୁଜ):ନବୀନଙ୍କ ନାମରେ ଭୋଟ। ୧୧୨ ବିଧାୟକ, ମନ୍ତ୍ରୀ, ଛାମୁଆ ନେତା, କର୍ମୀ ମାନେ ଟଙ୍କାପଇସା, ସୁନାରୁପା,ଇତ୍ୟାଦି ଯେତେଦେଲେ ବି ଭୋଟର ପରିବର୍ତ୍ତନ କରିବା ଅସମ୍ଭବ। କାରଣ ଓଡ଼ିଶାର ଭୋଟର ମାନେ ଜାଣିଛନ୍ତି ନବୀନ ଏକମାତ୍ର ନେତା ଯେକି ଓଡ଼ିଶାର ଜନସାଧାରଣଙ୍କ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ-ଆଜି ଉଚ୍ଚ ରାଶିରେ ଚନ୍ଦ୍ର ରହିଥିବାରୁ ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସଭାସମିତି, ମାଲିମକଦ୍ଦମା କଥାରେ ଅଗ୍ରଗତି ଘଟିବ। ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ…
Read More...

୧୧୨ ଏମ ଏଲ ଏ,ମନ୍ତ୍ରୀ ଠୁସ୍ କାଲି ଯିବେ ମୁଖ୍ୟମନ୍ତ୍ରୀ।

ବରଗଡ଼ , ୧୬।୧୦(ଓଡ଼ିଆ ନ୍ୟୁତ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଗସ୍ତରେ ବରଗଡ଼ ଆସିବେ। ବିଜେପୁର ବ୍ଳକ ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଗୁରୁବାର ପ୍ରାୟ ସାଢେ ୧୦ଟାରେ…
Read More...

ଆଗାମୀ ଦିନରେ ପରୀକ୍ଷାର୍ଥୀ ହେବେ ହଇରାଣ।

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ):  ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ ପାର୍କ, ଟ୍ରେନ୍‌ ଓ ଷ୍ଟେଶନରେ ଆତଙ୍କ ସୃଷ୍ଟି କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ…
Read More...

ଓଡିଶା ଏଫସି ନୂଆ କିଟ ଉନ୍ମୋଚିତ।

ଭୁବନେଶ୍ୱର ୧୬/୧୦(ଓଡ଼ିଆ ନ୍ୟୁଜ): ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ…
Read More...

ଦୀପାବଳି ପାଇଁ ତନିସ୍କର ଆକର୍ଷଣୀୟ ଅଫର। ସୁନା ଗହଣା ଗଢା ମୂଲ୍ୟ ଓ ହୀରା ଗହଣା ଉପରେ ୨୫% ରିହାତି।

ଭୁବନେଶ୍ବର,୧୬ ।୯(ଓଡ଼ିଆ ନ୍ୟୁଜ): ଚଳିତବର୍ଷ ଦୀପାବଳି ପାଇଁ ତନିସ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି । ଗ୍ରାହକମାନେ ସୁନା ଗହଣା ଗଢା ମୂଲ୍ୟରେ ପଚିଶ ପ୍ରତିଶତ ଓ ହୀରା ଗହଣା ମୂଲ୍ୟ ଉପରେ ପଚିଶ ପ୍ରତିଶତ ରିହାତି ପାଇପାରିବେ । ଦୀପାବଳିକୁ ଦୃଷ୍ଟିରେ ରଖି ତନିସ୍କ…
Read More...

ବିଜେପିରୁ ଇସ୍ତଫା ଦେଲେ ଦାମ। ଅସଲ ଉଦ୍ଦେଶ୍ୟ କଣ ଜାଣନ୍ତୁ।

ଭୁବନେଶ୍ୱର,୧୬।୧୦(ଓଡ଼ିଆ ନ୍ୟୁଜ):୩୫ ବର୍ଷ ସକ୍ରିୟ ରାଜନୀତିରେ ରହିଥିବା ପିତାମହ ଦାମୋଦର ରାଉତ ୩୬୫ ଦିନ ରହିପାରିଲେ ନାହିଁ ବିଜେପିରେ। ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ…
Read More...