banner
Breaking
Yearly Archives

2019

ଏମିତି ଏକ ଦ୍ବୀପ ଯେଉଁଠି ଭୁତ ପ୍ରେତ ବାସ କରନ୍ତି। ଗଲେ ଫେରିବା ଅସମ୍ଭବ।

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି ଦେଖିପାରନ୍ତି। ଏମିତି ଏକ ଦ୍ୱୀପ ରହିଛି ସ୍କଟ୍‌ଲାଣ୍ଡ୍‌ରେ। ଏହାର ନାଁ ‘ଆଇନହାଲୋ’। ଦ୍ୱୀପଟି ଦେଖିବାକୁ ବିଲ୍‌କୁଲ୍‌ ହୃଦୟ ସଦୃଶ। ଏହି ସ୍ଥାନଟି ଖୁବ୍‌…
Read More...

ବିସ୍ଫୋରକ ସାମଗ୍ରୀ ଜବତ ୧୨ ଗିରଫ।

କଟକ , ୧୯ା୧୦: ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଓ ତ୍ରିଲୋଚନପୁର ଗଁାରେ ଥିବା ୮ଟି ବେଆଇନ ବାଣ କାରଖାନା ଉପରେ ଶନିବାର ଭୋରରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ସେଠାରୁ ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ ଜବତ କରାଯାଇଥିଲା। ଏହି ଘଟଣାରେ ଜଗତପୁର ପୋଲିସ…
Read More...

ଚନ୍ଦ୍ରଶେଖରପୁରରେ ଓ୍ବାନ୍ ମ୍ୟାନ ଗ୍ୟାଙ୍ଗ ଚେନ ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ।

ଭୁବନେଶ୍ବର,୧୯/୧୦-ଚନ୍ଦ୍ରଶେଖରପୁରରେ ଓ୍ବାନ ମ୍ୟାନ ଗ୍ୟାଙ୍ଗ ଚେନ ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ। ଗତ ଦୁଇ ମାସ ମଧ୍ୟରେ ହେଲାଣି ୨୦ ରୁ ଉର୍ଦ୍ଧ୍ବ ଚୋରି। କଳା ପଲସର,ମୋଟା ଟୋକା, ନୀଳ ଚେକ ସାର୍ଟ। ଲୁଟ ଯାଇଥିବା ଲୋକଙ୍କ ମୁହଁରେ ଏହି ଗୋଟିଏ କଥା। ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର…
Read More...

ଯାନ୍ତ୍ରୀକ ଓ ବୈଷୟିକ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରେନିଂ ମାଧ୍ୟମରେ ନିଯୁକ୍ତି ଦେବ ଇଷ୍ଟଇିଣ୍ଡିଆ ଉଦ୍ୟୋଗ। ଆରମ୍ଭ କଲା…

ଭୁବନେଶ୍ୱର ,୧୯/୧୦(ଓଡ଼ିଆ ନ୍ୟୁଜ)- ଶିକ୍ଷା ଅଧ୍ୟୟନ ସମୟରେ ନିଯୁକ୍ତି ପାଇବା ସମସ୍ତଙ୍କ ଲକ୍ଷଥାଏ । ଛାତ୍ର ଛାତ୍ରୀ ମାନେ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷା ପଢିବା ସମୟରେ କ୍ୟାମ୍ପସ ପକ୍ରିୟାରେ ନିଯୁକ୍ତି ପାଇଥାନ୍ତି । କିନ୍ତୁ ନିର୍ଦ୍ଧିଷ୍ଠ ବିଷୟରେ ଦକ୍ଷତା ପାଇଁ ସମ୍ପୃକ୍ତ ସଂସ୍ଥା ତରଫରୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ-ଧନାଧିପତିଙ୍କ ସ୍ବଗୃହ ସଂସ୍ଥାନରୁ ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ । ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଆତ୍ମୀୟମାନେ…
Read More...

ଆସନ୍ତା କାଲି ୯ ଟରୁ ୩ଟା କଟିବ କରେଣ୍ଟ।

ଭୁବନେଶ୍ବର,୧୮/୧୦ (ଓଡ଼ିଆ ନ୍ୟୁଜ): ଆସନ୍ତା କାଲି ବିଦ୍ୟୁତ ବିଭାଗର ଜରୁରୀ କାଳୀନ କାମ ହେଉଥିବାରୁ ସକାଳ ୯ ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବିଭାଗ ତରଫରୁ ଜଣାଯାଇଛି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଏରିଆ ସମେତ ପ୍ରମୁଖ ସ୍ଥାନ ଗୁଡିକରେ ବିଦ୍ୟୁତ…
Read More...

ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକଲା କ°ଗ୍ରେସ।

ଭୁବନେଶ୍ବର,୧୮/୧୦(ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ…
Read More...

ମୋ ସରକାରର ପ୍ରଭାବ ୩ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୧୮।୧୦(ବ୍ୟୁରୋ):ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ ଭଲକାମ କଲେ ପୁରସ୍କାର ନଚେତ ବହିଷ୍କାର। ଏହି କ୍ରମରେ କ୍ଷମତାର ଦୂରୁପୋଯୋଗ କରିବା ଅଭିଯୋଗରେ ଶୁକ୍ରବାର ୩ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଅଧିକାରୀମାନେ ହେଲେ ଏସ୍‌ଆଇ…
Read More...

କନ୍ଧମାଳ ଏମ୍ ପି ଡ଼ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ସ୍କୁଲ ଗୃହ ଉଦଘାଟିତ।

କନ୍ଧମାଳ,୧୮।୧୦(ଓଡ଼ିଆ ନ୍ୟୁଜ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଶୁକ୍ରବାର ମିଳିତ ଭାବେ କନ୍ଧମାଳ ଏମ୍‌ପି ଡ.ଅଚ୍ୟୁତ ସାମନ୍ତ,ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତ। ଏହି ଅବସରରେ ଏକ…
Read More...

ୟୁସିଇ ଇ-ବାଇକର ଓଡିଶା ପ୍ରବେଶ।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ମହାରାଷ୍ଟ୍ରର ପ୍ରମୁଖ କମ୍ପାନି ଉଷା କମୁନିକେଶନ ଆଣ୍ଡ ଏଣ୍ଟରପ୍ରାଇଜ୍ ପକ୍ଷରୁ ଭୁବନେଶ୍ୱର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଏହାର ନୂତନ ଇ ବାଇକ୍ର ଓଡିଶା ପ୍ରବେଶ କରିଛି । ଏହି ଅବସରରେ ଓଲିଉଡ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...