banner
Breaking

ଚନ୍ଦ୍ରଶେଖରପୁରରେ ଓ୍ବାନ୍ ମ୍ୟାନ ଗ୍ୟାଙ୍ଗ ଚେନ ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ।

0

ଭୁବନେଶ୍ବର,୧୯/୧୦-ଚନ୍ଦ୍ରଶେଖରପୁରରେ ଓ୍ବାନ ମ୍ୟାନ ଗ୍ୟାଙ୍ଗ ଚେନ ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ। ଗତ ଦୁଇ ମାସ ମଧ୍ୟରେ ହେଲାଣି ୨୦ ରୁ ଉର୍ଦ୍ଧ୍ବ ଚୋରି। କଳା ପଲସର,ମୋଟା ଟୋକା, ନୀଳ ଚେକ ସାର୍ଟ। ଲୁଟ ଯାଇଥିବା ଲୋକଙ୍କ ମୁହଁରେ ଏହି ଗୋଟିଏ କଥା। ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ହାଉସି° ବୋର୍ଡ କଲୋନି ୯୭/୪ ରେ ରହୁଥିବା ଗୌତମୀ ବେହେରାଙ୍କ ବେକରୁ ଝାମ୍ପି ନେଇଛି ଚେନ ସେହି ଲୁଟେରା ଜଣକ। ଏନେଇ ସେ ଥାନାକୁ ଜଣାଇଛନ୍ତି। କିନ୍ତୁ ବାରମ୍ବାର ଏଭଳି ଚୋରି ହେଉଥିଲେ ମଧ୍ୟ ପୋଲିସ ଲୁଟେରାର ଟେର ନପାଇବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

Khansweb Solution Bhubaneswar

Leave A Reply

Your email address will not be published.