banner
Breaking
Yearly Archives

2019

ନଭେମ୍ବର ୧୩ ରୁ ବିଧାନସଭା ଶୀତ ଅଧିବେଶନ।

ଭୁବନେଶ୍ୱର,୨୫/୧୦(ଓଡ଼ିଆ ନ୍ୟୁଜ): ଆସନ୍ତା ନଭେମ୍ବର ୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଏହି ବିଧାନସଭା ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବ । ତେବେ ଶୀତ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି ।
Read More...

୨କୋଟି ଠକେଇ ଅଭିଯୋଗ।

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବ୍ଲକରେ ଲୋକଙ୍କୁ ଚାକିରି ଦେବା ଆଳରେ ସଂସ୍ଥା ଖୋଲି ଠକେଇ କରିଥିବା ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲା ନିଆଳି ଥାନାଞ୍ଚଳର ରୋହିତ କୁମାର ରାଉତ(୪୭)। ସୂଚନା ମୁତାବକ, କୃଷକ…
Read More...

ଏଣିକି ବ୍ୟାଙ୍କ ଆକାଉଣ୍ଟକୁ ଯିବ ବାର୍ଦ୍ଧକ୍ୟ ଭତ୍ତା।

ଭୁବନେଶ୍ୱର,୨୫ ।୧୦(ଓଡ଼ିଆ ନ୍ୟୁଜ): ଏଣିକି ବ୍ୟାଙ୍କ ଆକାଉଣ୍ଟକୁ ଯିବ ବାର୍ଦ୍ଧକ୍ୟ ଭତ୍ତା । ନଭେମ୍ବରରୁ ସବୁ ସହରାଞ୍ଚଳ ଓ ବ୍ଲକ ମୁଖ୍ୟାଳୟରେ ଏହି ନିୟମ ଲାଗୁ ହେବ । ଡିସେମ୍ବରରୁ ସବୁ ଗ୍ରାମାପଞ୍ଚାୟତସ୍ତରରେ ଏହାକୁ ଲାଗୁ କରାଯିବ । ବ୍ୟାଙ୍କ ସୁବିଧା ନଥିବା ଅଞ୍ଚଳରେ ପୂର୍ବ ଭଳି ଭତ୍ତା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ –ଆଜି ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିନପାରେ। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। କିନ୍ତୁ ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଅଗ୍ନିକାଣ୍ଡ।

ଭୁବନେଶ୍ୱର,୨୪/୧୦: ଉତ୍କଳ ବିଶ୍ୱବିଦ୍ୟାଳୟରେ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍‌ ହଲ୍‌ରେ ନିଆଁ ଲାଗିଛି। ଏହାର କାରଣ କିଛି ଜଣା ପଡି ନାହିଁ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଲାଗିଛନ୍ତି। ନିଆଁଲିଭା କାମ ଜାରି…
Read More...

ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ କ୍ୟାରିୟର ମାର୍କକୁ ଉଚ୍ଛେଦ କରି ଲିଖିତ ପରୀକ୍ଷା ମାଧ୍ୟମରେ…

ଭୁବନେଶ୍ବର,୨୪/୧୦-ଓଡ଼ିଶାରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ ଲିଖିତ ପରୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି ପାଇଁ ମଧ୍ୟ ଲିଖିତ ପରୀକ୍ଷା ହେଉଛି ।…
Read More...

ନଵୀନଙ୍କ ଲୋକପ୍ରିୟତାର ପ୍ରମାଣ ବିଜେପୁର। ରୀତା ସାହୁ ଭାଙ୍ଗିବେ ରେକର୍ଡ।

ବରଗଡ଼ ,୨୪।୧୦(ଓଡ଼ିଆ ନ୍ୟୁଜ):ବିଜେଡି ନେତ୍ରୀ ରୀତା ସାହୁ ସମସ୍ତଙ୍କ ରେକର୍ଡ ଭାଙ୍ଗିବେ। ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ୧୧ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୫୬.୧୨୬ ଭୋଟରେ ଆଗୁଆ…
Read More...

ଘୁର୍ଣ୍ଣିବଳୟ ରୁ ଲଘୁଚାପ, ଦୁଇଦିନ ପ୍ରବଳ ଛେଚିବ,ଦୀପାବଳି କୁ ସୁଖିଲା ପାଗ।

ଭୁବନେଶ୍ୱର, ୨୪ା୧୦(ଓଡିଆ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…
Read More...

ବିଜେପୁର ଭୋଟ ଗଣତି, ବହୁ ଆଗରେ ରୀତା ସାହୁ।

ବରଗଡ଼ ,୨୪।୧୦: ବହୁ ଆଗରେ ରୀତା ସାହୁ। ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୨୮,୩୦୮ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୩୮.୩୧୮ ଖଣ୍ଡ ଭୋଟ ମିଳିଥିବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ-ଆଜି ଏକାଧାରରେ କାର୍ଯ୍ୟସିଦ୍ଧି ସାଙ୍ଗକୁ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଦୂରାଗତ ବନ୍ଧୁଙ୍କର କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବା ସହ ଆର୍ଥିକ ସମସ୍ୟାର ବିକଳ୍ପ…
Read More...