banner
Breaking

ବିଜେପୁର ଭୋଟ ଗଣତି, ବହୁ ଆଗରେ ରୀତା ସାହୁ।

0

ବରଗଡ଼ ,୨୪।୧୦: ବହୁ ଆଗରେ ରୀତା ସାହୁ। ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୨୮,୩୦୮ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୩୮.୩୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆଙ୍କୁ ୯୫୦୭ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲିପ ପଣ୍ଡା ୧୪୩୫ ଭୋଟ ଯାଇଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.