banner
Breaking

ଉତ୍କଳ ବିଶ୍ବବିଦ୍ୟାଳୟରେ ଅଗ୍ନିକାଣ୍ଡ।

0

ଭୁବନେଶ୍ୱର,୨୪/୧୦: ଉତ୍କଳ ବିଶ୍ୱବିଦ୍ୟାଳୟରେ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍‌ ହଲ୍‌ରେ ନିଆଁ ଲାଗିଛି। ଏହାର କାରଣ କିଛି ଜଣା ପଡି ନାହିଁ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଲାଗିଛନ୍ତି। ନିଆଁଲିଭା କାମ ଜାରି ରହିଥିବାରୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ। ଅଗ୍ନିକାଣ୍ଡ କେମିତ ଘଟିଛି, ରିପୋର୍ଟ ଲେଖାଯିବା ବେଳକୁ ପ୍ରକୃତ କାରଣ ଜଣାପଡ଼ି ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.