banner
Breaking
Yearly Archives

2019

ପୁରୀରେ ଏପର୍ଯ୍ୟନ୍ତ ମିଳିନାହିଁ ଘରଭଙ୍ଗା । ଆନ୍ଦୋଳନକୁ ଓହ୍ଲାଇଲେ ଲୋକ ଓ ନେତା

ପୁରୀ ,୪।୧୧(ଓଡ଼ିଆ ନ୍ୟୁଜ): ମେ’ ୩ ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ରେ ପୁରୀ ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ତେବେ ଏହା ଭିତରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନର…
Read More...

ଦୁର୍ନୀତି ଗ୍ରସ୍ତଙ୍କ ଉପରେ କଡା ଆଭିମୁଖ୍ୟ ଜାରି ରଖିଛନ୍ତି ନବୀନ। ୨ ମାସରେ ୪୪ ବିଦା

ଭୁବନେଶ୍ୱର, ୪।୧୧(ଓଡ଼ିଆ ନ୍ୟୁଜ): ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ଗତ ୨ ମାସରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ବେଳେ ୧୧ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବରେ ବନ୍ଦ କରାଦେଇଛନ୍ତିି। ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।…
Read More...

ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ସ୍ୱୀକୃତିପ୍ରାପ୍ତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିଆସୁଅଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ…
Read More...

ଆଟୋ ମହାସଙ୍ଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଭୁବନେଶ୍ୱର ୦୪/୧୧(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ଅଟୋଚାଳକ ପ୍ରଶିକ୍ଷଣ ଶିବିର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ, ଆଞ୍ଚଳିକ ପରିବହନ ଅଧିକାରୀ-୨ ସଞ୍ଜୟ ବେହେରା, ଅଟୋମହାସଂଘର କାର୍ଯ୍ୟକାରୀ ସଭାପତି ନବ କିଶୋର…
Read More...

ଅସାବଧାନତା କ୍ଷଣିକ ମଧ୍ୟରେ ମୃତ୍ୟୁକୁ ଡାକିଆଣେ-ଡିସିପି। କସ୍ତୁରୀର ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ

ଭୁବନେଶ୍ୱର ୦୪/୦୧(ଓଡ଼ିଆ ନ୍ୟୁଜ) ଓଡିଶାର ଅଗ୍ରଣୀ ଶିକ୍ଷାଭିିତ୍ତିକ ସ୍ୱେଚ୍ଛାସେବୀ ଅନୁଷ୍ଟାନ କସ୍ତୁରୀ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ରେଲବିହାର ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କୌଣସି କାମ କରିବା ସକାଶେ ମନ ଚାହୁଁଥିଲେ ମଧ୍ୟ ତାହା କରି ପାରିବେ ନାହିଁ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ । ଜଣେ…
Read More...

ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଭୁବନେଶ୍ୱର,୩/୧୧(ଓଡ଼ିଆ ନ୍ୟୁଜ) ଭେଙ୍କଟେଶ୍ବର ଇ°ରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଗଣ-ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଶୋକ କୁମାର…
Read More...

ବିଧାନସଭା ବନ୍ଦ କରିବ ବିଜେପି। ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି।

ଭୁବନେଶ୍ୱର,୨।୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରନ୍ତୁ। ନଚେତ ବିଧାନସଭା ଅଚଳ କରିଦିଆଯିବ। ଏଭଳି ଚେତାବନୀ…
Read More...

ସବୁଠି କରିପାରିବେ ଗାଡିର କାଗଜପତ୍ର ଓ ଲାଇସେନ୍ସ-କମିଶନର

ଭୁବନେଶ୍ୱର,୨ା୧୧ (ଓଡ଼ିଆ ନ୍ୟୁଜ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଏ ନେଇ ସମସ୍ତ ଆରଟିଓଙ୍କୁ ଏକ…
Read More...

ଭାରତୀୟ ପୁରୁଷ ହକି ଟିମ ଖେଳିବ ଟୋକିଓ ଅଲମ୍ପିକ।

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଋଷିଆ ବିପକ୍ଷରେ କ୍ରମାଗତ ୨ଟି ବିଜୟ ହାସଲ କରିବା ପରେ ଟିମ୍‌ ଟୋକିଓ ଅଲିମ୍ପିକ ଖେଳିବା ସୁନିଶ୍ଚି ହୋଇଯାଇଛି। ଭାରତ ଆଜି ଋଷିଆକୁ ୭-୧ ଗୋଲରେ ପରାସ୍ତ କରି ଅଲିମ୍ପିକ-୨୦୨୦ ପାଇଁ ଯୋଗ୍ୟ…
Read More...