banner
Breaking

ଭାରତୀୟ ପୁରୁଷ ହକି ଟିମ ଖେଳିବ ଟୋକିଓ ଅଲମ୍ପିକ।

0

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଋଷିଆ ବିପକ୍ଷରେ କ୍ରମାଗତ ୨ଟି ବିଜୟ ହାସଲ କରିବା ପରେ ଟିମ୍‌ ଟୋକିଓ ଅଲିମ୍ପିକ ଖେଳିବା ସୁନିଶ୍ଚି ହୋଇଯାଇଛି। ଭାରତ ଆଜି ଋଷିଆକୁ ୭-୧ ଗୋଲରେ ପରାସ୍ତ କରି ଅଲିମ୍ପିକ-୨୦୨୦ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ଭାରତୀୟ ଟିମ୍‌ ୪-୨ ଗୋଲରେ ପରାସ୍ତ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.