banner
Breaking
Browsing Category

Uncategorized

କଟକ-ଭୁବନେଶ୍ୱରରେ ଆରମ୍ଭ ହେବ ନିରବଚ୍ଛିନ୍ନ ବିଦ୍ୟୁତ ସେବା।

ଭୁବନେଶ୍ବର,୨/୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ କେବୁଲ୍‌ ଯୋଗେ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ…
Read More...

ଭୁବନେଶ୍ୱରରୁ ଆଜି ୧୩ ପଜିଟିଭ ଚିହ୍ନଟ। ୫ ଲୋକାଲ୍ କେସ୍

ଭୁବନେଶ୍ବର,୨/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ହୋମ୍ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିରେ ସ୍ଥାନୀୟ ଚିହ୍ନଟଙ୍କ ମଧ୍ୟରେ ଖଣ୍ଡଗିରି ଶରଧାପାଲି…
Read More...

ରକ୍ତଦାନ ଶିବିର ଅନୁଷ୍ଠିତ।

ଜଗତସିଂହପୁର,୧/୭(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଞ୍ଜକୋଠି ପଞ୍ଚାୟତର ନୀଳକଣ୍ଠେଶ୍ଵର ହାଇସ୍କୁଲ ପଡିଆ କନାଗୁଳି ଠାରେ ବିଶ୍ଵ ଓଡ଼ିଆ ମହାସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ବିଶ୍ଵ…
Read More...

ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ସୁନ୍ଦରଗଡ଼, ୧/୭(ଓଡ଼ିଆ ନ୍ୟୁଜ): ସୁନ୍ଦରଗଡରେ କରୋନା ମହାମାରୀକୁ ସୂଚାର ରୂପେ ମୁକାବିଲା କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ। ଆଜି ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି…
Read More...

ଭୁବନେଶ୍ୱରରେ ପୁଣି ୧୨ ପଜିଟିଭ ଚିହ୍ନଟ। ୮ ଲୋକାଲ୍ କେସ୍

ଭୁବନେଶ୍ୱର,୧।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ବଢିବଢି ଚାଲିଛି କରୋନା। ଲୋକାଲ୍ କେସ୍ ବଢାଇଦେଇଛି ଚିନ୍ତା। ଆଜି ପୁଣି ୧୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପେଡ ଓ ହୋମ୍‌ କ୍ୱାରାଣ୍ଟାଇନରେ ଥିବାବେଳେ ୮ ଲୋକାଲ୍‌ କେସ୍ ରହିଛି। ପେଡ ଓ ହୋମ୍‌ କ୍ୱାରାଣ୍ଟାଇନ୍‌…
Read More...

ତିର୍ତ୍ତୋଲ ବ୍ଲକ ବରିତୋଳ ପଞ୍ଚାୟତରେ ରାଶନ କାର୍ଡ ଦୁର୍ନୀତି।

ଜଗତସିଂହପୁର,୨୯/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ କାରଣରୁ ଲକଡାଉନ, ଶଟଡାଉନ ହେବା ଫଳରେ ଲୋକଙ୍କ ଜୀବନ ଜୀବିକା ଉଜୁଡି ଯାଇଛି।ଗରିବ, ଖଟିଖିଆ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମଧନ୍ଦା ସବୁ ବନ୍ଦ ପରିବାର ଚଳିବା ପାଇଁ ଟଙ୍କାଟିଏ ପାଖରେ ନାହିଁ। କେବଳ ସରକାରୀ…
Read More...

ରାଜଧାନୀରେ ପସିଲା ଦନ୍ତାହାତୀ ଲୋକେ ଭୟଭୀତ।

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ): ରାଜଧାନୀକୁ ପଶିଆସିଛି ଦନ୍ତା ହାତୀ। ରାଜଧାନୀ ଉପକଣ୍ଠରେ ରହିଥିବା ଚନ୍ଦକା ଜଙ୍ଗଲରେ ଆଜି ଦୁଇଟି ହାତୀ ଦେଖିବାକୁ ମିଳିଥିଲା। ଭୁବନେଶ୍ବରେ ଇନ୍‌ଫୋସିଟି ପଛ ପାଖ ଅଞ୍ଚଳରେ ଏହି ଦୁଇଟି ହାତୀ ବୁଲାବୁଲି କରୁଥିବାର ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା।…
Read More...

ଭୁବନେଶ୍ୱରରୁ ପୁଣି ୨୫ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୨୯।୬(ଓଡ଼ିଆ ନ୍ୟୁଜ): ରାଜଧାନୀବାସୀ କରୋନାର ପ୍ରକୋପ ଦେଖି ଭୟଭୀତ ହୋଇଗଲେଣି।ଦିନେ କି ଦୁଇଦିନ ନୁହେଁ ଆଜିକୁ ୨୬ ଦିନ ହେଲା ଭୁବନେଶ୍ୱରର ଗଳିକନ୍ଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।ଆଜି ଭୁବନେଶ୍ୱରରୁ ପୁଣି ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ…
Read More...

କଟକ ସିଡିଏ କଣ୍ଟେନମେଣ୍ଟ ଜୋନ ଘୋଷଣା।

କଟକ,୨୮ା୬(ଓଡ଼ିଆ ନ୍ୟୁଜ):କଟକ ସିଡିଏ ସେକ୍ଟର-୯ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ମହାନନଗର ନିଗମ (ସିଏମ୍‌ସି) ରବିବାର ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ…
Read More...

ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଜିଲ୍ଲାପାଳ।

ସୁନ୍ଦରଗଡ,୨୭/୬(ଓଡ଼ିଆ ନ୍ୟୁଜ):ସୁନ୍ଦରଗଡ ଜିଲ୍ଳାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଆଜି ରାଉରକେଲାରେ ପହଂଚି ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ…
Read More...