banner
Breaking
Browsing Category

ରାଜ୍ୟ

ରାଜ୍ୟରେ ପୁଣି ୨୪୫ କରୋନା ପଜିଟିଭ ଚିହ୍ନଟ ଓ ୨ ମୃତ।

ଭୁବନେଶ୍ବର,୨୯/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ରାଜ୍ୟରେ ଆଜି ପୁଣି ୧୩୭ ଜଣ ସୁସ୍ଥ ହେଲେ।

ଭୁବନେଶ୍ୱର,୨୮।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମରୁ…
Read More...

ରାଜ୍ୟରେ ପୁଣି କରୋନା ନେଲା ୩ ମୁଣ୍ଡ। ସମୁଦାୟ ୨୧ ମୁଣ୍ଡ ନେଲାଣି।

ଭୁବନେଶ୍ବର ,୨୮/୬(ଓଡ଼ିଆ ନ୍ୟୁଜ): ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା। ଆଜି ପୁଣି ତିନୋଟି ଜିଲ୍ଲାରୁ ୩ ମୁଣ୍ଡ ନେଇଛି। ରାଜ୍ୟରେ କରୋନା ସଂକ୍ରମଣରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ…
Read More...

ରାଜ୍ୟରେ ପୁଣି ୨୬୪ ପଜିଟିଭ ଚିହ୍ନଟ। ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର,୨୮/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ ୩୦ ଜଣ ସ୍ଥାନୀୟ…
Read More...

କଟକର ମୁଣ୍ଡଳୀ ଠାରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ।

କଟକ,୨୮/୬(ଓଡ଼ିଆ ନ୍ୟୁଜ): ମହାନଦୀରରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କଟକର ମୁ୍ଣ୍ଡଳୀ ଠାରେ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ…
Read More...

ଆଇଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର,୨୭/୬(ଓଡ଼ିଆ ନ୍ୟୁଜ): ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୨୦୧୭ ବ୍ୟାଚ୍…
Read More...

ଖୁସି ଖବର ରାଜ୍ୟରେ ପୁଣି ୧୮୪ ସୁସ୍ଥ।

ଭୁବନେଶ୍ୱର,୨୭।୬(ଓଡ଼ିଆ ନ୍ୟୁଜ): ଖୁସି ଖବର ରାଜ୍ୟରେ ଶନିବାର ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଥିବା ବେଳେ ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତି ୧୨, ଭଦ୍ରକର ୧୦, ଜଗତସିଂହପୁର ୬, ଝାରସୁଗୁଡ଼ାର ୬, କେନ୍ଦ୍ରାପଡ଼ା-ପୁରୀର ୫ ଲେଖାଏ,…
Read More...

ରାଜ୍ୟରେ ପୁଣି ୧୭୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୭/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ଶିକ୍ଷା ବ୍ୟବସ୍ଥା ସଜଡିବା ପାଇଁ ଚାଲିଛି ଜୋରଦାର ପ୍ରୟାସ।

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା।ଭୁଷୁଡି ପଡିଛି ପିଲାଙ୍କ ଭବିଷ୍ୟତ। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେଣୁ ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା…
Read More...

ରାଜ୍ୟରେ ପୁଣି ୨୧୮ କରୋନା ପଜିଟିଭ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୬୧୮୦ କୁ ବୃଦ୍ଧି।

ଭୁବନେଶ୍ବର,୨୬/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସ୍ଥାନୀୟ…
Read More...