banner
Breaking
Browsing Category

ରାଜ୍ୟ

ସଜାଗ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର : (ଓଡ଼ିଆ ନ୍ୟୁଜ୍) ବାଲିପାଟଣା ସ୍ଥିତ ବୁଦ୍ଧକେଶ୍ୱର ମନ୍ଦିର ସଂଲଗ୍ନ ୨୨ ଏକର ପରିମିତ ପଡିଆରେ ସଜାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ମୁଖ୍ୟ…
Read More...

ପାଟଣାଗଡ ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର:(ଓଡ଼ିଆ ନ୍ୟୁଜ୍ ) ନିମ୍ନ ମାନର କାମକୁ ନେଇ ଇଞ୍ଜିନିୟରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଆଜି ଜାମିନ ମିଳିଛି । ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ ।…
Read More...

ଓଡ଼ିଆ ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ଟିଭି ଉଦଘାଟିତ

ଭୁବନେଶ୍ୱର, ୫/୭ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡିଆ ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ଟିଭିର ଶୁଭ ଉଦ୍ଘାଟନ ହୋଇଯାଇଛି । ବଡଦାଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…
Read More...

ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପକ୍ଷରୁ ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର, ୫/୭(ଓଡ଼ିଆ ନ୍ୟୁଜ୍ ) ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ଦକ୍ଷିଣପୂର୍ବ ଜୋନ୍ ଓଡିଶାଙ୍କ ଆନୁକୂଲ୍ୟରେ ନବଦିନ ବ୍ୟାପି ସ୍ୱଚ୍ଛତା ଅଭିଯାନ ପୁରୀ ବଡଦାଣ୍ଡରେ ରଥଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି । ଏହି ସ୍ୱଚ୍ଛତା ଅଭିଯାନରେ ଯୋଗଦେଇ ରାଜ୍ୟ ସଂଯୋଜକ…
Read More...

ଖୁସିରେ ଖୁସିରେ ରଥଯାତ୍ରା। ଦୁଖ, ରାଗ,ରୋଷ ହରଣ କରି ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :୪/୭ (ଓଡିଆ ନ୍ୟୁଜ୍) କୋଟି ବ୍ରହ୍ମାଣ୍ଡ ଠାକୁର ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜି ବିଶ୍ବ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଜାତି, ଧର୍ମ, ବର୍ଣ୍ଣ, ଛୁଆଁ, ଅଛୁଆଁ ଭେଦଭାବ ଭୁଲି ପ୍ରଭୁ ଦର୍ଶନ ଦେବେ ଭକ୍ତଙ୍କୁ । ଭକ୍ତମାନେ ମଧ୍ଯ ଅପେକ୍ଷା କରିଥାନ୍ତି ଏହି ପବିତ୍ର ଦିନକୁ…
Read More...

ପ୍ରକାଶ ପାଇଲା ଇଜ୍ ଅଫ୍ ଲିଭିଙ୍ଗ ସିଟି ତାଲିକା ! ଶୀର୍ଷରେ ପୁଣେ,୧୮ ତମ ସ୍ଥାନରେ ଭୁବନେଶ୍ୱର

ନୂଆଦିଲ୍ଲୀ:ଭାରତରେ ରହିବା ପାଇଁ ସବୁଠୁ ଭଲ ସ୍ଥାନର ତାଲିକା ସୋମବାର ଜାରି କରାଯାଇଛି।କେନ୍ଦ୍ର ସହରୀବିକାଶ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ନେଟ୍ ଦ୍ୱାରା ହୋଇଥିବା ସର୍ଭେରେ ଭାରତର ୧୧୧ ସହରକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି ।ସବୁଠୁ ଭଲ ସହର ରୂପେ…
Read More...

ବର୍ଷା ପାଇଁ ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କର ଛୁଟିକୁ ବାତିଲ କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ୧୪ ଓ ୧୫ ଦୁଇଦିନ ବିଏମସି କର୍ମଚାରୀମାନେ ଛୁଟି ନେଇପାରିବେ ନାହିଁ ବୋଲି ନିଗମ କମିଶନର…
Read More...

ରାଜଧାନୀରେ ପୁଲିସ୍-ଛାତ୍ର କଂଗ୍ରେସ ମୁହାଁମୁହିଁ ! ଧସ୍ତାଧସ୍ତିରେ ଛାତ୍ରୀଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ପୁଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ…
Read More...

ଅଧାରେ ରହିଲା ଶିବକୁ ଜଳଲାଗି ! ଟେନ୍‌ରେ କଟି ୩ କାଉଡ଼ିଆଙ୍କ ମୃତ୍ୟୁ

ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୩ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ। ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ କାଉଡ଼ିଆ ରେଳ ସେତୁ ଉପରେ…
Read More...

ଶ୍ରାବଣ ତୃତୀୟ ସୋମବାର ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍‌ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ…
Read More...