banner
Breaking

ଓଡ଼ିଆ ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ଟିଭି ଉଦଘାଟିତ

0

ଭୁବନେଶ୍ୱର, ୫/୭ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡିଆ ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ଟିଭିର ଶୁଭ ଉଦ୍ଘାଟନ ହୋଇଯାଇଛି । ବଡଦାଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାମ୍ବାଦିକ କଲ୍ୟାଣବୋର୍ଡର ସଂପାଦକ ସନତ ମିଶ୍ର, ବରିଷ୍ଠା ସାମ୍ବାଦିକ ବୈଷ୍ଣବ ଜେନା, ପ୍ରଦ୍ୟୁମ୍ନ ମହାନ୍ତି, ବିବେକାନନ୍ଦନ ଜେନା, କିଶୋର ମଙ୍ଗରାଜ, ସଂଜୟ ଦାସ ଓ ସନାତନ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ । www.odia news.org ରେ ଏହା ଉପଲବ୍ଧ ହେବ ବୋଲି ଓଡିଆ ନ୍ୟୁଜ୍ର ର ସଂପାଦକ ସୁକାନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.