Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
କଳିଙ୍ଗ ହସ୍ପିଟାଲରେ ପଞ୍ଝା ମାରିଲା ଡ୍ରଗ୍ସକଣ୍ଟ୍ରୋଲ। ଅନ୍ୟମାନଙ୍କର କୋକୁଆ ଭୟ
ଭୁବନେଶ୍ବର ,(ଓଡ଼ିଆ ନ୍ୟୁଜ): ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ମିଳିଥିବା…
Read More...
Read More...
ଓ ଏ ଏସ୍ ସ୍ତରରେ ଅଦଳବଦଳ।କିଏ କେଉଁ ବିଭାଗ ପାଇଲେ
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ)ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୪୮ଜଣ ଓଏଏସ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ଅଧିକାଂଶ ଜିଲ୍ଲାର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ…
Read More...
Read More...
ଉତ୍ତର ବିଧାୟକ ନିଜ ଦରମା ଦେଇଦେଲେ ମୃତକଙ୍କ ପରିବାରକୁ
ଭୁବନେଶ୍ବର ,( ଓଡ଼ିଆ ନ୍ୟୁଜ) : ଗତକାଲି ସନ୍ଧ୍ୟାରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁପରେ ଶୋକସନ୍ତପ୍ତ ପରିବାର ପାଖରେ ପହଞ୍ଚିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମନ୍ତ୍ରୀ ଅଶୋକ ପଣ୍ଡା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତ ମହିଳା ଟି. ଆକାମ୍ମାଙ୍କ…
Read More...
Read More...
କେନ୍ଦ୍ରାପଡା ଜିଲ୍ଲାରେ ଗାଁ କୁ ଲାଇନ୍ ଯାଇନି। ଏ ହେଉଛି ୨୦ ବର୍ଷ ବିକାଶର ଚିତ୍ର
ଭୁବନେଶ୍ବର,୨୬/୭(ଓଡ଼ିଆ ନ୍ୟୁଜ) ସରକାରଙ୍କ ୨୦ ବର୍ଷ ବିକାଶର ଚିତ୍ର ଆଜି ପଦାରେ ପଡିଛି। ବିଧାନସଭାରୁ ମାତ୍ର୧୨୦ କି,ମି ରାସ୍ତା କେନ୍ଦ୍ରାପଡା ଜିଲ୍ଲା ରାଜନଗରର କିଛି ଗାଁ ଏବେବି ଅନ୍ଧାରରେ। ଆଜି ବିଧାନସଭାରେ ଶକ୍ତି ବିଭାଗର ଆଲୋଚନା ଥିବାବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ
ରାଜନଗର…
Read More...
Read More...
ଡ୍ରେନରେ ପଡି ବୃଦ୍ଧା ମୃତ୍ୟୁ
ଭୁବନେଶ୍ୱର,୨୫/୭(ଓଡ଼ିଆ ନ୍ୟୁଜ) ପୁଣି ପ୍ରାଣନେଲା ମ୍ୟାନ୍ ହୋଲ୍ । ବି ଏମ୍ ସି ଓ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଅକାଳରେ ଝଡିପଡିଲା ଜୀବନ। ଏଭଳି ଏକ ଦୁଖଦ ଘଟଣା ଘଟିଛି ସାଲିଆସାହି ନିକଟ ଭିଆଇପି କଲୋନି ମୁକୁଳା ଡ୍ରେନରେ । ସୂଚନା ଅନୁଯାୟୀ ସାଲିଆସାହିର ବାସିନ୍ଦା ଟି ଆକାମା ,ବୟସ ୬୦…
Read More...
Read More...
ଜେଲରୁ ବାହାରିଲେ ସାରଥୀ
କଟକ, ୨୫ା୭(ଓଡ଼ିଆ ନ୍ୟୁଜ)): ଆଜି କଟକ ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି ସାରଥୀ । କେନ୍ଦ୍ରାପଡ଼ାର ବାରିମୂଳରେ ଥିବା ପୈତୃକ ଘରକୁ ଯିବେ ସାରଥୀ । କେନ୍ଦ୍ରପଡା ଏସଡିଜେଏମ କୋଟରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା । ପରେ ଆଜି ସେ ଜେଲରୁ ମୁକୁଳିବା କୁ ନେଇ ଚର୍ଚ୍ଚା…
Read More...
Read More...
ନଗଡ଼ା’ରେ ଆଟ୍ ଅଫ୍ ଗିଭିଂ। ଉଦ୍ଘାଟନ ହେଲା ‘ଆମ ଗାଁ ବ୍ୟାଙ୍କ ସମିତି
ଭୁବନେଶ୍ବର ,୨୫।୭(ଓଡ଼ିଆ ନ୍ୟୁଜ) : ଅପପୃଷ୍ଟି ଓ ଅପହଞ୍ଚ ପାହାଡ଼ ପର୍ବତ ଘେରା ଯାଜପୁର ଜିଲ୍ଲା ନଗଡ଼ା’ ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି ‘ଆର୍ଟ ଅଫ୍ ଗିଭିଂ’ କାର୍ଯ୍ୟକ୍ରମ। ଯେଉଁଥିରେ ଓଡ଼ିଆ ଯୁବକ ଏନ୍.ଆର୍.ଆଇ୍ ସତ୍ୟ ସାବତ ସହାୟତାର ହାତ ବଢ଼ାଇ ନଗଡ଼ା ବାସିଙ୍କୁ ନୂଆ ପୋଷାକ, ପାଠ୍ୟ…
Read More...
Read More...
ଓଡ଼ିଶାରେ ଷ୍ଟିଲହବ ପାଇଁ କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ) ଓଡ଼ିଶାକୁ ଷ୍ଟିଲ ହବରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କେନ୍ଦ୍ର ଇସ୍ପାତ ସଚିବ। ଭିତ୍ତିଭୂମି ଓ ଷ୍ଟିଲ କ୍ଲଷ୍ଟରର ଉନ୍ନତି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରି ଲକ୍ଷ୍ୟ ପୂରଣ…
Read More...
Read More...
ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସହଯୋଗ ପାଇଁ ହାତ ବଢ଼ାଇଲେ ଥାନା ଅଧିକାରୀ
ଭୁବନେଶ୍ୱର ୨୨/୦୭ (ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ଠାରେ ବରିଷ୍ଠ ନାଗରିକ ଓ ଆମ ପୋଲିସ ସମିତିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୋନ୍-୬ ଏସିପି ତରୁଣକାନ୍ତ ଦାସ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଂଜନ ନାୟକ ଓ ଇନ୍ଫୋସିସ୍ ଥାନା ଅଧିକାରୀ ବିଶ୍ୱରଂଜନ ମହାନ୍ତିଙ୍କ…
Read More...
Read More...
ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର ୨୨/୭ (ଓଡ଼ିଆ ନ୍ୟୁଜ) ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣାର ନିରାକରଣ ପାଇଁ ରାଜ୍ୟରେ ଏକ ଦୃଢ଼ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କୁ ଏକ…
Read More...
Read More...