banner
Breaking
Browsing Category

ରାଜ୍ୟ

ନନ୍ଦନକାନନରେ ଧଳାବାଘର ମୃତ୍ୟୁ।

ଭୁବନେଶ୍ୱର,୧୫।୧୦(ବ୍ୟୁରୋ):ନନ୍ଦନକାନନରେ ପୁଣି ଏକ ମହାବଳ ବାଘ ଆଖି ବୁଜିଛି। ମଙ୍ଗଳବାର ସକାଳ ୧୦.୧୫ ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି। କିଛି ଦିନ ହେଲା ଶୁଭ୍ରାଂଶୁ ରକ୍ତ ସଂକ୍ରମଣଜନିତ ରୋଗରେ ପୀଡ଼ିତ…
Read More...

୫ଟିର ପ୍ରଭାବ। ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଏହିସବୁ।

ଭୁବନେଶ୍ୱର, ୧୪ା୧୦(ଓଡ଼ିଆ ନ୍ୟୁଜ): ୫ଟି ର ପ୍ରଭାବ। ମୋ ସରକାର ଯୋଜନା କାର୍ଯ୍ୟକ୍ରମର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତିନି ଜିଲ୍ଲା ମେଡ଼ିକାଲ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…
Read More...

ଓଡ଼ିଶାର ଛାତି ଉପରେ ଶିଶୁ ମୃତ୍ୟୁ। ମୋ ସରକାର ଓ ୫ଟି ଭିତିହୀନ।

କଟକ ,୧୪ା୧୦(ଓଡ଼ିଆ ନ୍ୟୁଜ)- ମୋ ସରକାର ଓ ୫ଟି ଭିତିହୀନ? ଓଡ଼ିଶାର ଛାତି ଉପରେ ଥିବା ବଡ ହସ୍ପିଟାଲରେ ଶିଶୁ ମୃତ୍ୟୁ ଏବଂ ଲୋକସେବା ଭବନ ଠାରୁ ଅଳ୍ପ ଦୂରରେ ଥିବା ରାଜଧାନୀ ହସ୍ପିଟାଲର ବାରଣ୍ଡାରେ ପିଲାଜନ୍ମ। ଦୁଇ ସ୍ଥାନର ମୁଖ୍ୟ ଦୋଷ ଛଡାଇ ଚୁପ୍ । ଏଠାରେ ଯଦି ଏଭଳି ଘଟୁଛି ଅନ୍ୟ କଥା ନ…
Read More...

୬ଟି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର୍

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଗତ କିଛିଦିନ ହେବ ସନ୍ଧ୍ୟାରେ ବଜ୍ରପାତ ସହ ସ୍ବଳ୍ପ ଏବଂ ମଧ୍ୟମ…
Read More...

ପାଞ୍ଚଟି ପିଲା ଜନ୍ମ ଦେଲେ ମହିଳା।

ଜୟପୁର, ୧୩ା୧୦(ବ୍ୟୁରୋ) : ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକା ସାଙ୍ଗରେ ପାଞ୍ଚଟି ପିଲାକୁ ଜନ୍ମ ଦେଇଛନ୍ତି ଜଣେ ମହିଳା।ରାଜସ୍ତାନର ସାଙ୍ଗାନେର ବାସିନ୍ଦା ରୁକସାନା(୨୫) ଶନିବାର ଜୟପୁର ହସ୍ପିଟାଲରେ ୫ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ନବଜାତ ପୁତ୍ର ସନ୍ତାନ…
Read More...

ପୁଣି ଶବ ଗଲା ସାଇକେଲରେ।

ପୁଣି ଶବକୁ ଅସମ୍ମାନ । ହଜିଗଲା ମାନବିକତା, ପୂର୍ବ ଶତ୍ରୁତା ପାଇଁ ମହିଳାଙ୍କ ଶବକୁ ସତ୍କାର କରିବାକୁ କେହି ଆସିଲେ ନାହିଁ । ଶବକୁ ମିଳିଲାନି ଚାରି କାନ୍ଧ । ଗ୍ରାମବାସୀଙ୍କୁ ସାହାଯ୍ୟ ପାଇ ଡାକିଥିଲେ । ହେଲେ କେହି ନଆସିବାରୁ ଶେଷରେ ଦୁଇଭାଇ ସାଇକେଲ ରେ ମୃତଦେହକୁ ବୋହି ଶ୍ମଶାନ ପର୍ଯ୍ୟନ୍ତ…
Read More...

ଲୋକସେବା ଭବନରେ ଅଗ୍ନିକାଣ୍ଡ।

ଭୁବନେଶ୍ବର,୧୨/୧୦(ବ୍ୟୁରୋ): ଭୁବନେଶ୍ବର ସ୍ଥିତ ପୁରୁଣା ସଚିବାଳୟ ତଥା ବର୍ତ୍ତମାନର ଲୋକସେବା ଭବନରେ ଶନିବାର ସକାଳ ୯ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଦମକଳ ବାହିନୀ ପହଞ୍ଚି ନିଆ ଲିଭାଇଛନ୍ତି। କେୟାରଟେକର ରୁମରୁ ସର୍ଟସର୍କ୍ଟିଟ ହୋଇ ନିଆ ଲାଗିଥିବାର ଅନୁମାନ କରାଯାଉଛି।
Read More...

ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ। ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ।

ଭୁବନେଶ୍ବର,୧୧/୧୦(ଓଡିଆ ନ୍ୟୁଜ) ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଅବସରରେ ନୋବେଲ ବିଜେତା କୈଳାସ ସିତାର୍ଥୀ ଫାଉଣ୍ଡେସନ,ଜୀବନ ଜ୍ୟୋତି ଶିଶୁ ବିକାଶ ସଙ୍ଗଠନ ଓ ମମର ମିଳିତ ଆନୂକୁଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ବଙ୍ଗାଳି ସାହିରୁ ବାହାରି ନିଆଳି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।…
Read More...

୧୦ ଆଇଏଏସ୍ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଲେ ସରକାର।

ଭୁବନେଶ୍ବର,(ବ୍ୟୁରୋ) ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଜିଲ୍ଲାର ସ୍ବତନ୍ତ୍ର ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର। କୃଷି ଉତ୍ପାଦନ କମିଶନର ପ୍ରମୋଦ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ ରାୟଗଡା ଜିଲ୍ଲା ପାଇଁ…
Read More...

ପାଣ୍ଡିଆନ୍ ଲୋକଙ୍କ ସହିତ ମଶିଲେ ଆହାର କେନ୍ଦ୍ରରେ ଖାଇଲେ।

ଭୁବନେଶ୍ବର,୧୧/୧୦(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବିରୋଧୀଙ୍କ ଭାଷାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ଏବଂ ସବୁ ଯୋଜନାର ମୂଳକେନ୍ଦ୍ର ଆଜି ସବୁ ଯୋଜନାର ସଫଳ ରୂପାୟନ ପରୀକ୍ଷା ନିରୀକ୍ଷା କରିବା ପାଇଁ ୬ଟି ଦୃର୍ଗମ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା…
Read More...