banner
Breaking

ଲୋକସେବା ଭବନରେ ଅଗ୍ନିକାଣ୍ଡ।

0

ଭୁବନେଶ୍ବର,୧୨/୧୦(ବ୍ୟୁରୋ): ଭୁବନେଶ୍ବର ସ୍ଥିତ ପୁରୁଣା ସଚିବାଳୟ ତଥା ବର୍ତ୍ତମାନର ଲୋକସେବା ଭବନରେ ଶନିବାର ସକାଳ ୯ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଦମକଳ ବାହିନୀ ପହଞ୍ଚି ନିଆ ଲିଭାଇଛନ୍ତି। କେୟାରଟେକର ରୁମରୁ ସର୍ଟସର୍କ୍ଟିଟ ହୋଇ ନିଆ ଲାଗିଥିବାର ଅନୁମାନ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.