Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ଭୋର ୫ ଟାରେ କଟକ ମେଡିକାଲ ବୁଲିଲେ ପାଣ୍ଡିଆନ।
କଟକ ,୬।୧୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ବଡ ମେଡିକାଲ ଏସସିବି ଉପରେ ସାରା ଓଡ଼ିଶାର ଲୋକ ନିର୍ଭର କରନ୍ତି। ଏଠାରେ ଅଭିଜ୍ଞ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଉନ୍ନତ ମାନର ଚିକିତ୍ସା ହୋଇଥାଏ ବୋଲି ଲୋକଙ୍କ ଭରସା ଅଛି। କିନ୍ତୁ କିଛି କର୍ମଚାରୀ, ଡାକ୍ତର ଓ ଅନ୍ୟାନ୍ୟ ତଳିଆ…
Read More...
Read More...
ପଟ୍ଟାମୁଣ୍ଡାଇରେ ଫନୀ ସହାୟତାରେ ପାତରଅନ୍ତର। ଆମରଣ ଅନସନରେ ବସିଲେ ଲୋକେ
ପଟ୍ଟାମୁଣ୍ଡାଇ ୫।୧୧(ଓଡ଼ିଆ ନ୍ୟୁଜ) ଘରଭଙ୍ଗା ସହାୟତାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟକରି ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଓ ନୂତନ ଆବେଦନକୁ ଗ୍ରହଣ କରିବା ଦାବି ନେଇ ମଙ୍ଗଳବାର ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ଆଗରେ ଶତାଧିକ…
Read More...
Read More...
ଆସୁଛି ବାତ୍ୟା ବୁଲବୁଲ। ମାଡ ହୋଇପାରେ କେନ୍ଦ୍ରାପଡାରେ
ଭୁବନେଶ୍ୱର,୪/୧୧ : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି…
Read More...
Read More...
ଦୁର୍ନୀତି ଗ୍ରସ୍ତଙ୍କ ଉପରେ କଡା ଆଭିମୁଖ୍ୟ ଜାରି ରଖିଛନ୍ତି ନବୀନ। ୨ ମାସରେ ୪୪ ବିଦା
ଭୁବନେଶ୍ୱର, ୪।୧୧(ଓଡ଼ିଆ ନ୍ୟୁଜ): ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ଗତ ୨ ମାସରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ବେଳେ ୧୧ଜଣଙ୍କ ପେନ୍ସନ ସ୍ଥାୟୀ ଭାବରେ ବନ୍ଦ କରାଦେଇଛନ୍ତିି। ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।…
Read More...
Read More...
ଆଟୋ ମହାସଙ୍ଘର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ଭୁବନେଶ୍ୱର ୦୪/୧୧(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଅଟୋ ମହାସଂଘ ପକ୍ଷରୁ ଅଟୋଚାଳକ ପ୍ରଶିକ୍ଷଣ ଶିବିର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ, ଆଞ୍ଚଳିକ ପରିବହନ ଅଧିକାରୀ-୨ ସଞ୍ଜୟ ବେହେରା, ଅଟୋମହାସଂଘର କାର୍ଯ୍ୟକାରୀ ସଭାପତି ନବ କିଶୋର…
Read More...
Read More...
ଅସାବଧାନତା କ୍ଷଣିକ ମଧ୍ୟରେ ମୃତ୍ୟୁକୁ ଡାକିଆଣେ-ଡିସିପି। କସ୍ତୁରୀର ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ
ଭୁବନେଶ୍ୱର ୦୪/୦୧(ଓଡ଼ିଆ ନ୍ୟୁଜ) ଓଡିଶାର ଅଗ୍ରଣୀ ଶିକ୍ଷାଭିିତ୍ତିକ ସ୍ୱେଚ୍ଛାସେବୀ ଅନୁଷ୍ଟାନ କସ୍ତୁରୀ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ରେଲବିହାର ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ…
Read More...
Read More...
ସବୁଠି କରିପାରିବେ ଗାଡିର କାଗଜପତ୍ର ଓ ଲାଇସେନ୍ସ-କମିଶନର
ଭୁବନେଶ୍ୱର,୨ା୧୧ (ଓଡ଼ିଆ ନ୍ୟୁଜ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଏ ନେଇ ସମସ୍ତ ଆରଟିଓଙ୍କୁ ଏକ…
Read More...
Read More...
କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଶିଖରଚଣ୍ଡୀ ମନ୍ଦିର ସଫେଇ ।
ଭୁବନେଶ୍ୱର, ୨/୧୧ : କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଆଜି ଶିଖରଚଣ୍ଡୀ ମନ୍ଦିର ଚତୁଃପାର୍ଶ୍ୱ ସଫା କରାଯାଇଛି । ଏଥିରେ ମନ୍ଦିର ଆଖପାଖ ପରିସରଗୁଡ଼ିକ ସଫାସୁତୁରା ରଖିବା ସହ ଆମର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସ୍ଥାନୀୟ…
Read More...
Read More...
ଖୋର୍ଦ୍ଧାରେ ବଗିରୁ ଅଲଗା ହେଲା ଇଞ୍ଜିନ ଯାତ୍ରୀ ସୁରକ୍ଷିତ।
ଖୋର୍ଦ୍ଧା,୨ ।୧୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର-ଶିକନ୍ଦରାବାଦ-ବିଶାଖା ଏକ୍ସପ୍ରେସରେ ଘଟିଛି ଅଭାବନୀୟ ଘଟଣା ଇଞ୍ଜିନରୁ ଅଲଗା ହୋଇଛି ବଗି। ଟ୍ରେନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଶିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ…
Read More...
Read More...
ବିରୋଧିଙ୍କୁ ଜନସେବାର ମାନେ ବୁଝାଇଦେଲେ ଜନପ୍ରିୟ ମୁଖ୍ୟମନ୍ତ୍ରୀ। ସ୍ବର୍ଗଦ୍ବାରରୁ ଉଠିବ ବିଜୁବାବୁଙ୍କ ସମାଧି।
ପୁରୀ,୧ ।୧୧(ଓଡ଼ିଆ ନ୍ୟୂଜ): ବିରୋଧୀଙ୍କୁ ଶିକ୍ଷା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବର୍ରଦ୍ଵାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିକୁ ନେଇ ବାରମ୍ବାର ସମାଲୋଚନା କରୁଥିବା ନେତାଙ୍କୁ ଲାଗିଛି ଶକ୍ତ ଧକ୍କା।ନିଜ ପିତାଙ୍କ ସମାଧିକୁ ଉଠାଇ ଜନସେବାର ମାନେ ବୁଝାଇ ଦେଇଛନ୍ତି ଜନପ୍ରିୟ…
Read More...
Read More...