Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ନୂଆ ମୋଟରଯାନ ଆଇନ ଲାଗୁପରେ କମିଛି ଦୁର୍ଘଟଣା।
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ମୋଟର ଯାନ ଆଇନ କଡାକଡି ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୭ ପ୍ରତିଶତ କମିଛି। ମୃତ୍ୟୁହାର ୧୨% କମିଛି। ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରୁ ଏହି ସୂଚନା…
Read More...
Read More...
ଡିସେମ୍ବର ୨୬ ରେ ସୂର୍ଯ୍ୟ ପରାଗ। କେତେବେଳେ କଣ ପଢନ୍ତୁ।
ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଗୁରୁବାର ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ। ପୌଷମାସର କୃଷ୍ଣ ଅମାବାସ୍ୟା ତିଥିରେ ପଡୁଥିବା ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ଏଥର ପୂର୍ଣ୍ଣଗ୍ରାସ ହେବ ନାହିଁ ଆଂଶିକ ସୂର୍ଯ୍ୟପରାଗ ହେବ। ଭାରତରେ ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ପାକ ନିଷିଦ୍ଧ…
Read More...
Read More...
ଉଛେଦ ହେଲା ବିଜୁବାବୁଙ୍କ ସ୍ମୃତିସ୍ଥଳୀ।
ପୁରୀ,୧୯ ।୧୨(ଓଡ଼ିଆ ନ୍ୟୁଜ): ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ବିଜୁ ବାବୁଙ୍କ ସ୍ମୃତିସ୍ଥଳ । କାଲି ରାତିରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା । ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ପାଇଁ ବିଜୁ ସ୍ମୃତିସ୍ଥଳ ଉଚ୍ଛେଦ କରାଯାଇଛି।
ପୂର୍ବରୁ ସ୍ମୃତିସ୍ଥଳ…
Read More...
Read More...
ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପଞ୍ଚାୟତରାଜ ମନ୍ତ୍ରୀ।
କନ୍ଧମାଳ,୧୮।୧୨(ଓଡ଼ିଆ ନ୍ୟୁଜ): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ ଦାରିଙ୍ଗବାଡ଼ି ବ୍ଲକର ପ୍ଲିହେରୀ ପଞ୍ଚାୟତର ୩୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ…
Read More...
Read More...
ସିଏଏ ବିଲ ଉପରେ ସ୍ପଷ୍ଟୀକରଣ କଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ପ୍ରଥମ ଥର ପାଇଁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାର…
Read More...
Read More...
ବର୍ଷା ଜଳ ସ°ରଣକ୍ଷ ନକଲେ ମିଳିବନି ବିଡିଏ ମଞ୍ଜୁର।
ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):୬ ମାସ ମଧ୍ୟରେ ଭୁବନେଶ୍ୱରର ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ (ରେନ୍ ଓ୍ବାଟର ହାର୍ଭେଷ୍ଟିଂ) କାର୍ଯ୍ୟ ସରିବ। ନଚେତ୍ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ମଙ୍ଗଳବାର ଏକ ବିବୃତ୍ତିରେ ପ୍ରକାଶ କରିଛି। ବିଡିଏ…
Read More...
Read More...
ଟଙ୍କ ତୋରାଣି ବଦଳରେ ମିଳୁଛି ଦହି ପାଣି।
ପୁରୀ , ୧୮।୧୨(ଓଡ଼ିଆ ନ୍ୟୁଜ):ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହୋଇଥାଏ ଟଙ୍କତୋରାଣି। ଦୀର୍ଘବର୍ଷ ଧରି ଏହା ବିକ୍ରି ହୋଇଆସୁଥିଲେ ମଧ୍ୟ ୨୦୧୭ରୁ ଏହା ବନ୍ଦ ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ବନ୍ଦ କରିଦେଇଛି। ହେଲେ…
Read More...
Read More...
ଜଳସାଥୀ ଆପର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ। ଜଳକର ଆଦାୟ କରିବେ ମହିଳା।
ଭୁବନେଶ୍ୱର, ୧୮ା୧୨(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ରେଳ ଅଡ଼ିଟୋରିଅମରେ ଜଳସାଥୀ ଆପର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଜଳ କର ଆଦାୟ କରିବେ ଏସଏଚଜି ମହିଳା ।
୧୧୪ ପୌରାଞ୍ଚଳରେ ଜଳ କର ଆଦାୟ କରିବେ ଜଳସାଥୀ । ଏହାସହ ଜଳସାଥୀଙ୍କୁ ପରୀକ୍ଷଣ କିଟ୍ ଓ ପିଓଏସ ମେସିନ…
Read More...
Read More...
ଡିସେମ୍ବର ୨୨ ରେ ସୈନିକ ସ୍କୁଲ ଭୁବନେଶ୍ୱରର ପୁରାତନ ଛାତ୍ର ସଂସଦର ବାର୍ଷିକ ବନ୍ଧୁମିଳନ ଉତ୍ସବ।
ଭୁବନେଶ୍ୱର,୧୮/୧୨(ଓଡ଼ିଆ ନ୍ୟୁଜ) ସୈନିକ ସ୍କୁଲ ଭୁବନେଶ୍ୱରର ୪୯ତମ ବାର୍ଷିକ ବନ୍ଧୁମିଳନ ଡିସେମ୍ବର ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ସ୍କୁଲର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟସୂଚୀ ଗ୍ରହଣ ବିଷୟରେ ପୁରାତନ ଛାତ୍ରମାନେ ଆଲୋଚନା କରିବେ । ଏହି ଛାତ୍ର…
Read More...
Read More...
ଫେବୃଆରୀ ଦ୍ବିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା।
କଟକ: ମାଟ୍ରିକ ପାରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ। ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା, ସେସବୁର ଏଥର…
Read More...
Read More...