banner
Breaking
Browsing Category

ରାଜ୍ୟ

ଅନଲାଇନ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର,୨୦/୧(ଓଡ଼ିଆ ନ୍ୟୁଜ) : ଏଣିକି ଅନଲାଇନ ମାଧ୍ୟମରେ ଦେଇପାରିବେ ଖଜଣା। ସୋମବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟରେ ପ୍ରଥମଥର ପାଇଁ ଅନ୍‍ଲାଇନ୍‍ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଗର ଉନ୍ନୟନ ବିଭାଗ ୫-ଟିରେ ସାମିଲ…
Read More...

ସ୍ବାଭିମାନ ସହ ଚାଷୀ ବଞ୍ଚୁ ଓ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ ଏବଂ ଚାଷୀ ବିକାଶର ସାରଥୀ ହେଉ-ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’ ସୋମବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି। ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ । କୃଷିର…
Read More...

ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର,୧୯/୧- ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଉପାଧ୍ୟକ୍ଷ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର…
Read More...

୪ ଦିନିଆ ହରିଆଣା ଗ୍ରସ୍ତରେ ମହାମହିମ ରାଜ୍ୟପାଳ।

ଭୁବନେଶ୍ୱର, ୧୮ା୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୪ ଦିନିଆ ହରିୟାଣା ଗସ୍ତରେ ଯାଇଛନ୍ତି। ସେଠାରେ ସେ ସିରସା ଜିଲ୍ଲାରେ ବିଭିନ୍ନ ଘରୋଇ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜର କିଛି ପୁରୁଣା ବନ୍ଧୁଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ସୂଚନା…
Read More...

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର।

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିରିଡି ସାଇ ମନ୍ଦିରର ଚିଫ୍‌ ଏକ୍ଜିକ୍ୟୁଟିଭ ଅଫିସର ଦୀପକ ମୁଗଲିକର କହିଛନ୍ତି ଗଣମାଧ୍ୟମରେ…
Read More...

ଜାନୁଆରୀ ୨୦ରୁ କୃଷି ଓଡିଶା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର,୧୭/୧(ଓଡ଼ିଆ ନ୍ୟୁଜ): ଜାନୁଆରୀ ୨୦ତାରିଖରୁ କୃଷି ଓଡ଼ିଶା-୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଜାନୁଆରୀ ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୦ ଆରମ୍ଭ ହୋଇ ୨୪ ପର୍ୟ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିପାଇଁ…
Read More...

ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କର – ମୁଖ୍ୟମନ୍ତ୍ରୀ । ଆଇଏଏସ ସମ୍ମିଳନୀ ଉଦଘାଟିତ।

ଭୁବନେଶ୍ୱର,୧୭।୧(ଓଡ଼ିଆ ନ୍ୟୁଜ): ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କରିବା ଉଚିତ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ…
Read More...

ମୁଖ୍ୟ ଶାସନ ସଚିବଙ୍କ ଜାତିଭିତ୍ତିକ ଜନଗଣନା ପାଇଁ ଚିଠି।

ଭୁବନେଶ୍ୱର,: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ପ୍ରସଙ୍ଗରେ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନାରେ ଏସଇବିସିଙ୍କୁ ସାମିଲ ନେଇ ରାଜ୍ୟ…
Read More...

୪ ଦିନ ଢାଙ୍କିବ କୁହୁଡି ୧୦ ଡିଗ୍ରୀ ତଳେ ସହର।

ଭୁବନେଶ୍ୱର,୧୫/୧(ଓଡ଼ିଆ ନ୍ୟୁଜ) : ସାରା ରାଜ୍ୟରେ ୪ ଦିନ ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୭.୪ ଡ଼ିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି। ଦାରିଙ୍ଗବାଡ଼ି ୯, ଟିଟିଲାଗଡ଼୯.୧, ଅନୁଗୁଳ ୯.୬ ରହିଛି।…
Read More...

ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ।

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଲୋକସେବା ଭବନ ଉଦ୍ୟାନ ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଛି। ଶୀତଦିନିଆ ଫୁଲର ସମ୍ଭାରରେ ଲୋକସେବା ଭବନ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ତେଣୁ ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକେ ଉପଭୋଗ କରିପାରିବେ ସେଥିପାଇଁ ଚଳିତ ମାସରେ ୫ଦିନ…
Read More...