banner
Breaking

୪ ଦିନିଆ ହରିଆଣା ଗ୍ରସ୍ତରେ ମହାମହିମ ରାଜ୍ୟପାଳ।

0

ଭୁବନେଶ୍ୱର, ୧୮ା୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୪ ଦିନିଆ ହରିୟାଣା ଗସ୍ତରେ ଯାଇଛନ୍ତି। ସେଠାରେ ସେ ସିରସା ଜିଲ୍ଲାରେ ବିଭିନ୍ନ ଘରୋଇ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜର କିଛି ପୁରୁଣା ବନ୍ଧୁଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.