Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ଫେବୃଆରୀ ୬ରୁ ସର୍ବକ୍ଷମାରେ ଅର୍ନ୍ତଭୁକ୍ତ ହୋଇନଥିବା ଘର ଭଙ୍ଗା ହେବ। ବିଡିଏ
ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଏହା ମାଧ୍ୟମରେ ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ଏହା ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର…
Read More...
Read More...
୫ଟି ସଚିବଙ୍କ କଟକ ମେଡିକାଲ ପରିଦର୍ଶନ।
କଟକ,୨୨ ।୧(ଓଡ଼ିଆ ନ୍ୟୁଜ): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରି ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ। ୫ଟି ସଚିବଙ୍କ ସହ ଜଳ ସମ୍ପଦ, ପର୍ଯ୍ୟଟନ ଓ ପୂର୍ତ୍ତ ସଚିବ, କେନ୍ଦ୍ରଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ…
Read More...
Read More...
ଜାତିଗତ ଜନଗଣନାକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତେଲି ସମାଜ।
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛୁଆବର୍ଗର…
Read More...
Read More...
ପରୀକ୍ଷା ପେ ଚର୍ଚ୍ଚାରେ ନରେନ୍ଦ୍ର ମୋଦି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ପରୀକ୍ଷା ପେ ଚର୍ଚ୍ଚାର ୩ ସଂସ୍କରଣରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦୦ ପିଲା ଭାଗ ନେଇଥିଲେ।…
Read More...
Read More...
ପୁରୀ ସମୁଦ୍ର କୁଳରୁ ଵିରଳ ସାର୍କ ମାଛ ।
ପୁରୀ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି। ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍ ଟଙ୍କାରେ କିଣି ମାଲାମାଲ୍ ହେଉଛନ୍ତି…
Read More...
Read More...
ଓଡ଼ିଶାର ଆଇଏଏସଙ୍କୁ କେନ୍ଦ୍ର ଦାୟିତ୍ୱ।
ଭୁବନେଶ୍ୱର,୨୧। ୧(ବ୍ୟୁରୋ): ଦୁଇ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ଏହି ଅଧିକାରୀମାନେ ହେଉଛନ୍ତି-୧୯୯୨ ବ୍ୟାଚ୍ର ଚନ୍ଦ୍ରଶେଖର କୁମାର ଏବଂ ୧୯୯୮ ବ୍ୟାଚ୍ର ବିଶାଲ ଗଗନ। କ୍ୟାବିନେଟ୍ ସେକ୍ରେଟାରିଏଟ୍ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା…
Read More...
Read More...
ଶିରିଡି ସାଇ ମନ୍ଦିର ବିବାଦ ତୁଟିଲା। ଆଉ ମନ୍ତବ୍ୟ ଦେବେନି ଉଦ୍ଧବ
ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟଙ୍କ ସହ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କର ସମସ୍ତ ଦାବି…
Read More...
Read More...
ରେଟିଙ୍ଗସ୍ ଉଦ୍ଦେଶ୍ୟରେ ଅପ୍ରାସଙ୍ଗିକ ଖବରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି…
ନୂଆଦିଲ୍ଲୀ: ସାମ୍ବାଦିକତା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଆଉ ଏପରି ସଙ୍କଟ ସମୟରେ ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର କହିଛନ୍ତି। ରାମନାଥ ଗୋଏଁକା ଉତ୍କୃଷ୍ଟ ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ମିଥ୍ୟା…
Read More...
Read More...
ଜନସାଧାରଣଙ୍କ ଅର୍ଥ ବିଜ୍ଞାପନରେ ବ୍ୟବହାର କରିପାରିବେ ନାହିଁ ସରକାର।
ନୂଆଦିଲ୍ଲୀ, ୨୦।୧: ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ ରାଜକୋଷରୁ ଅର୍ଥ ଉଠାଇ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ…
Read More...
Read More...
ମୋବାଇଲ ଆପ ମାଧ୍ୟମରେ ଧରାହେବେ ବେପରୁଆ ଗାଡ଼ି ଚାଳକ। ଇ ଚେକଗେଟର ଶୁଭାରମ୍ଭ।
ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍ ଫୋନ୍ ଆପ୍ଲିକେଶନ (ଆପ୍) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍। ଲୋକେ ବେପରୁଆ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଉକ୍ତ ଆପ୍ ଜରିଆରେ ପଠାଇବେ। ଆବଶ୍ୟକ ଯାଞ୍ଚ ପରେ ଚାଲାଣ ଓ…
Read More...
Read More...