banner
Breaking

୫ଟି ସଚିବଙ୍କ କଟକ ମେଡିକାଲ ପରିଦର୍ଶନ।

0

କଟକ,୨୨ ।୧(ଓଡ଼ିଆ ନ୍ୟୁଜ): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରି ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ। ୫ଟି ସଚିବଙ୍କ ସହ ଜଳ ସମ୍ପଦ, ପର୍ଯ୍ୟଟନ ଓ ପୂର୍ତ୍ତ ସଚିବ, କେନ୍ଦ୍ରଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
କଟକ ମହାନଦୀ ପଠାରେ ପର୍ଯ୍ୟଟନର ବିକାଶ ପାଇଁ ବୃହତ ପ୍ରକଳ୍ପ ନିର୍ମିତ ହେବାକୁ ଯାଉଛି । ଆସନ୍ତାକାଲି ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ୫ଟି ସଚିବ ବଡ ମେଡିକାଲ ଗ୍ରସ୍ତ କରିବା ସହିତ ଏହାର ବିକାଶ ପାଇଁ ଆଲୋଚନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.